Browsing Tag

bhubaneswar news

ରାଜନୀତିରୁ ସନ୍ନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ରାଜନୀତିରୁ ସନ୍ନ୍ୟାସ ନେଲେ ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରିପୋଖରୀରୁ କଂଗ୍ରେସରୁ ଲଢ଼ି ପରାସ୍ତ ହୋଇଛନ୍ତି ନିରଞ୍ଜନ । ସେ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଏହା ମୋର ଶେଷ ନିର୍ବାଚନ’, ‘କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତ୍ତନ କରିନି', ‘ଆଉ ଭୋଟ୍ ରାଜନୀତିରେ ଭାଗ
Read More...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନବୀନ ଯୁଗର ଅବସାନ ଘଟିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି ନବୀନ ।
Read More...

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଦିନ ୧୧ଟା ୩୫ ମିନିଟ ସମୟରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି ।
Read More...

ଓଡ଼ିଶାରେ ମୋଦି ସୁନାମୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୪ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିଛି ମୋଦି ସୁନାମୀ । ବିଜେଡ଼ିକୁ ଓଡ଼ିଶା ମାଟିରୁ ନିଶ୍ୱିହ୍ନ କରି ଦେଇଛି ମୋଦି ଲହର୍‌ । ଶଙ୍ଖ ବାଜିଲାନି, ପଦ୍ମ ଫୁଟିଲା ଓଡ଼ିଶାରେ । କୋରାପୁଟ ସଂସଦ କ୍ଷେତ୍ରରେ ପୁଣି କଂଗ୍ରେସ ଆସନ ଅକ୍ତିଆର୍‌ କରିଥିବା
Read More...

ଭୁବନେଶ୍ୱର ସାଂସଦ କ୍ଷେତ୍ରରେ ପୁଣି ଅପରାଜିତା

ଭୁବନେଶ୍ୱର : ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଆସନରେ ପୁଣି ବିଜୟିନୀ ହୋଇଛନ୍ତି । ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜିମାତ୍‌ କରିଛନ୍ତି । ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ୍‌ ଦେଖିବାକୁ ମିଳିଛି ।
Read More...

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ : ଜିତିଲେ ଲକ୍ଷ୍ମଣ ବାଗ

ଭୁବନେଶ୍ୱର : କଣ୍ଟାବାଞ୍ଜିରୁ ହାରିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିତିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରି ଯାଇଥିବା ବେଳେ ଲକ୍ଷ୍ମଣ ନବୀନଙ୍କୁ ହରାଇ ରେକର୍ଡ ସୃଷ୍ଟି
Read More...

ବଢୁଛି ଅଂଶୁଘାତ ଜନିତ ମୃତ୍ୟୁ

ଭୁବନେଶ୍ୱର : ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ
Read More...

ରାଜଧାନୀ ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା

ଭୁବନେଶ୍ୱର : ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସତସଙ୍ଗବିହାର ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ, ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
Read More...

ଏଚ୍‌ଏମ୍‌ଏସ୍‌ର ନେତୃତ୍ୱରେ ଏସ୍‌ବିଆଇ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟା ନେଇ କେନ୍ଦ୍ରୀୟ ଶ୍ରମ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି ବ୍ୟବସାୟୀକ ବ୍ୟାଙ୍କ ବାର୍ଷିକ ହଜାର ହଜାର କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ ଏହି ବ୍ୟାଙ୍କ ଅଧିନରେ କାର୍ଯ୍ୟ
Read More...

ଓଡ଼ିଶାରେ ଆଜି ଶେଷ ପର୍ଯ୍ୟାୟ ଭୋଟ୍‌ : ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର୍‌ଙ୍କ ହାତରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍‌ । ଭୋଟର୍‌ଙ୍କ ହାତରେ ରହିଛି ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୯୯ ଲକ୍ଷ ୬୧ ହଜାର ଭୋଟର୍‌ ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ
Read More...