Browsing Tag

bhubaneswar news

ବଲାଙ୍ଗିରର ବିକାଶରେ ନୂଆ ଇତିହାସ : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶାର ନବମ ସର୍ବବୃହତ ବନ୍ଧ୨୦୧୯ରୁ ୫ଟି ଉପକ୍ରମରେ ପ୍ରକଳ୍ପ ତ୍ୱରାନ୍ୱିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛିବଲାଙ୍ଗିର, ସୋନପୁରର ୨୦୩ଟି ଗାଁର ଏକ ଲକ୍ଷ ଏକର ଚାଷ ଜମି ଜଳସେଚିତ ହେବ, ୮୦ ହଜାର ଚାଷୀ ଉପକୃତ ହେବେ, ପାନୀୟ ଜଳର ସୁବିଧା ମଧ୍ୟ ମିଳିବଭୂତଳ ପାଇପ ଲାଇନ ଜରିଆରେ ଜଳ ସେଚନ
Read More...

ଟ୍ରେନିଂ ସମୟରେ ଅଘଟଣ

ଭୁବନେଶ୍ୱର : ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ବାସୁଦେବ ମାନସିଂ ବୋଲି ଜଣାପଡିଛି । ଭୁବନେଶ୍ୱରସ୍ଥିତ ରିଜର୍ଭ ଅଫିସ ସାମ୍ନା ଗ୍ରାଉଣ୍ଡରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନାରେ ଡ୍ୟୁଟି କରୁଥିଲେ ବାସୁଦେବ ମାନସିଂ । ରିଜର୍ଭ ଅଫିସ ସମ୍ମୁଖ
Read More...

କମିଲା ଶୀତ, ବଢିଲା କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ କମିଛି ଥଣ୍ଡା, ହେଲେ ବଢିଛି କୁହୁଡ଼ି । ୬ ତାରିଖ ଯାଏଁ ଲାଗିରହିବ କୁହୁଡ଼ି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ଅଧିକ ପ୍ରଭାବ ରହିବ । ତେବେ ଗାଡ଼ି ଚଳାଚଳ ବେଳେ ଘନକୁହୁଡି ନେଇ ସତର୍କ ରହିବାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ସେହିପରି ବୁଧବାର ସକାଳୁ
Read More...

ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ୨୦ ଜଣ ଆହତ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନିଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆଜି କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲିଠାରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ
Read More...

ରାଜଧାନୀରେ ଭୟଙ୍କର ବିସ୍ଫୋରଣ

ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଝାରପଡା ଅଞ୍ଚଳରେ ବିସ୍ଫୋରଣରେ ଉଡିଲା ଛାତ, ଭାଙ୍ଗିଲା କାନ୍ଥ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ । ତେବେ ବୋମାମାଡରେ ଜଣେ ଆହତ ହୋଇଛନ୍ତି । ସେ ହେଉଛନ୍ତି କବିରାଜ ସ୍ୱାଇଁ । ତେବେ ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ
Read More...

ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଓ ହଲ୍‌ର କରାଯିବ ଲାଇଭ୍ ଷ୍ଟ୍ରିମିଂ । ପରୀକ୍ଷା ଆରମ୍ଭର ୩୦ ମିନିଟ ପୂର୍ବରୁ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ CHSE ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୨ ଯାଏ ଚାଲିବ ଏହି
Read More...

ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ

5T ଉପକ୍ରମରେ ଏହା ଏକ ଫ୍ଲାଗସିପ୍ ପ୍ରକଳ୍ପ, ନୂଆ ପର୍ଯ୍ୟାୟକୁ ଯିବ ଓଡିଶାର ରୂପାନ୍ତରକଥା ଦେଇଥିଲି ପାଳନ କଲି- ମୁଖ୍ୟମନ୍ତ୍ରୀ2023 ଉତ୍କଳ ଦିବସ ଅବସରରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀଏୟାରପୋର୍ଟ ଛକରୁ
Read More...

ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ ଯୋଗେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ଏହି ବର୍ଷ ଆପଣ ସମସ୍ତଙ୍କର ଜୀବନରେ ନୂତନ ଉତ୍ସାହ,
Read More...

ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ
Read More...

ଐତିହାସିକ ମେଟ୍ରୋ ପ୍ରକଳ୍ପଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନୂଆବର୍ଷର ପ୍ରଥମ ଦିନରେ ପ୍ରଗତିର ପଥରେ ଲମ୍ବା ପାଦ ବଢ଼ାଇବ ନୂଆ ଓଡ଼ିଶା । ଐତିହାସିକ ମେଟ୍ରୋ ପ୍ରକଳ୍ପଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇତିହାସରେ ଏହା ସର୍ବବୃହତ୍‌ ନିବେଶ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣର ସମ୍ପୂର୍ଣ୍ଣ
Read More...