Browsing Tag

bhubaneswar news

୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ

ଜିଲ୍ଲା ସ୍ତରରେ ଡାଏଲେସିସ୍‌ କେନ୍ଦ୍ର ଚାଲୁଛି, 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଖୋଲାଯିବଘର ପାଖରେ ବିନା ମୂଲ୍ୟରେ ମିଳିବ ଡାଏଲେସିସ୍‌ ସେବାଜିଲ୍ଲା ସ୍ତର ଓ ଉପଜିଲ୍ଲା ସ୍ତରରେ ୬୮ଟି ଡାଏଲେସିସ୍‌ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ଡାଏଲେସିସ୍‌ ସେସନ୍‌ କରାଯିବ,ଏଥିପାଇଁ ରାଜ୍ୟ
Read More...

ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌, ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌, ୩ ଲକ୍ଷ ଲୋକ ଉପକୃତଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍‌, ୧୧ ଲକ୍ଷ ୫୦
Read More...

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର : ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ । ପ୍ରଥମ ବିଶ୍ଵ ଓଡିଆ
Read More...

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କ୍ଷୀପ୍ର ଲେଖକ ଗୌରଚନ୍ଦ୍ର ମହାପାତ୍ରଙ୍କ ଅବସର ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୌରଚନ୍ଦ୍ର ମହାପାତ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ କ୍ଷୀପ୍ର ଲେଖକ ଭାବେ ଦୀର୍ଘ ୩୭ ବର୍ଷ କାର୍ଯ୍ୟ କରି ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାପାତ୍ର ୧୯୮୬ରୁ ୧୯୯୦ ପର୍ଯ୍ୟନ୍ତ ଗଜପତି ସୂଚନା ଓ ଲୋକ ସମ୍ପର୍କ ଜିଲ୍ଲାରେ କାର୍ଯ୍ୟରତ
Read More...

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍ ଆଣ୍ଡ ଇନୋଭେସନ୍ ହବ୍‌ର ସିଇଓଙ୍କ ସୌଜନ୍ୟମୂଳକ…

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ବୁଧବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟ-ଅପ୍ ଆଣ୍ଡ ଇନୋଭେସନ୍ ହବ୍ (ଆଇ-ହବ୍‌)ର ସିଇଓ ହିରଣ୍ମୟ ମହାନ୍ତ । ତାଙ୍କ ସହିତ ଆଇଜି ଡ୍ରୋନ୍ସର
Read More...

ଲୋକାର୍ପିତ ହେଲା ସୋଆ ପ୍ରଫେସରଙ୍କ ଦ୍ୱାରା ଅନୁବାଦିତ ପୁସ୍ତକ, ନାଗପୁରରେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ…

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ନଚିକେତା ଖମାରୀ ଶର୍ମାଙ୍କ ଦ୍ୱାରା ପ୍ରଖ୍ୟାତ ସମାଜବାଦୀ ବିଚାରଧାରାର ଚିନ୍ତକ ରଘୁ ଠାକୁରଙ୍କ ରଚିତ ହିନ୍ଦୀ ପୁସ୍ତକ ‘ଗାନ୍ଧୀ- ଆମ୍ବେଦକର– କିତନେ ଦୁର କିତନେ ପାସ’ର ଓଡ଼ିଆ ଅନୁବାଦିତ ପୁସ୍ତକ ଶନିବାର ନାଗପୁର ଠାରେ
Read More...

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ : ୪ ଆହତ

ଭୁବନେଶ୍ଵର : ଭୁବନେଶ୍ଵର ଜାଗମରା ନୂଆ ରୋଡ୍‌ରେ ବୁଲିଲା ଖଣ୍ଡା ଓ ଭୁଜାଲି । ବାଉଁଶ ଓ ବୋତଲରେ ଗୋଡାଇ ଗୋଡାଇ କଲେ ଆକ୍ରମଣ । ଭାଇଗିରିକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ୨ଟି ବାଇକ ଭଙ୍ଗାରୁଜା
Read More...

ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ରେଡ୍‌କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବଙ୍କ ତତ୍ତ୍ୱାବଧାନରେ ଏକ ପଞ୍ଚଦିବସୀୟ ରାଜ୍ୟସ୍ତରୀୟ ଜୁନିୟର ରେଡ୍‌କ୍ରସ୍‌ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକ୍‌ନିକ୍ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ
Read More...

ଠିକାଦାରଙ୍କ ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ : ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ରାଜ୍ୟରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କୁ ଠିକାଦାରଙ୍କ କବଳରୁ ମୁକ୍ତ କରାଯାଇ ସିଧାସଳଖ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା କର୍ମନିଯୁକ୍ତି ଓ ଦରମା ପ୍ରଦାନ କରାଯାଉ ବୋଲି ଏସ୍‌ବିଆଇ
Read More...

ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର : ସୋମବାର ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଆଇସିସି ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ କଂଗ୍ରେସ ତାର ଦମ ଦେଖାଇବାକୁ ସଂପୂର୍ଣ୍ଣ ପ୍ରସ୍ତୁତ । ଖବର ଅନୁଯାୟୀ, ସୋମବାର ଦିନ ୧୧ଟା ୪୫ରେ ଭୁବନେଶ୍ବର
Read More...