Browsing Tag

bhubaneswar news

ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କୁ ଆଶ୍ଵସ୍ତି : ଚାକିରୀ ସର୍ତ୍ତାବଳୀ ସମ୍ପର୍କିତ ସ୍ପଷ୍ଟୀକରଣ ଚିଠି ପ୍ରତ୍ୟାହାର…

ଭୁବନେଶ୍ୱର : ଭୁବନେଶ୍ୱର ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ତା.୦୭.୦୧.୨୦୨୫ ରିଖରେ ଜାରି କରାଯାଇଥିବା ଚାକିରି ସର୍ତ୍ତାବଳୀ ଓ ଛୁଟି ନିୟମ ସମ୍ପର୍କିତ ସ୍ପଷ୍ଟୀକରଣ ଚିଠି ଉପରେ ହୋଇଥିବା ପ୍ରତ୍ୟାହାର ନିର୍ଦ୍ଦେଶକୁ ମାନ୍ୟବର ଉଚ୍ଚ ଅଦାଲତ ରହିତାଦେଶ ଜାରି କରିଛନ୍ତି । ଏହି ଖବର ସମସ୍ତ
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ପି.ଏମ ପୋଷଣ ଯୋଜନାରେ କାମ କରୁଥିବା ପାଚକ,ପାଚିକା ମାନଙ୍କ ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି,ଉପକୃତ ହେବେ ୧.୧୨ ଲକ୍ଷ ପାଚକ,ପାଚିକାରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବେ ଭୁବନେଶ୍ୱର : ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ
Read More...

ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟରେ ୪୫୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ କିଣୁଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀ
Read More...

ସାହିତ୍ୟ ଏକାଡେମୀ ତରଫରୁ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନୀ

ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତରଫରୁ କଟକର ବାରବାଟୀ ଦୁର୍ଗଠାରେ ନେତାଜୀଙ୍କ ଉପରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ପରାକ୍ରମ ଦିବସ
Read More...

ଉପାନ୍ତ ଖବରର ଚତୁର୍ଥ ବାର୍ଷିକ ଉତ୍ସବରେ ଅତିଥି ମାନଙ୍କ ମତ ପ୍ରକାଶ
‘କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତାଙ୍କ ରକ୍ଷା କବଚ ବୋଲି ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଆୟୋଜିତ ଉପାନ୍ତ ଖବରର ଚତୁର୍ଥ ବାର୍ଷିକ ଉତ୍ସବରେ ଅତିଥି ମାନେ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଛନ୍ତି । ଲମ୍ବୋଦର ସାହୁଙ୍କ ସଭାପତିତ୍ୱରେ
Read More...

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟାନ୍ୱୟନ ପ୍ରସ୍ତୁତ କରିବା ପାଇଁ ତିନି ଦିନିଆ ଜାତୀୟସ୍ତରୀୟ କର୍ମଶାଳା ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (NEP), ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ
Read More...

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ୍ ପୋଲିସ ପଦବୀରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୋଲିସ ଷ୍ଟେସନ, ଆଉ ୨୦ଟି ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶସହରାଞ୍ଚଳରେ ରାତ୍ରି କାଳୀନ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ
Read More...

ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

• ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ - ଧର୍ମେନ୍ଦ୍ର ପ୍ରଧାନ• ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ଜଣାଇଲେ• ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଅନେକ ଏମ୍‌ଓୟୁ
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧିମାସିକ ପାରିଶ୍ରମିକ ୧୧,୧୦୦ ରୁ ୧୬,୦୦୦ ଟଙ୍କାକୁ ବଢିଲାଉପକୃତ ହେବେ ୧୩,୭୪୦ ଶିକ୍ଷକରାଜ୍ୟ ସରକାର ବହନ କରିବେ ଅତିରିକ୍ତ ୮୯.୧୫ କୋଟି ଭୁବନେଶ୍ୱର : ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ
Read More...

ଚାଷୀଙ୍କ ହିତରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ

ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ କରିହେଉଛି ଅଭିଯୋଗଅଢେଇ ମାସ ମଧ୍ୟରେ ପ୍ରାୟ ସାଢେ ୬ ଲକ୍ଷ କଲ ଭୁବନେଶ୍ୱର : ରାଜ୍ୟରେ କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି ଏଥି ନିମନ୍ତେ
Read More...