Browsing Tag

bhubaneswar news

ମହାକୁମ୍ଭରେ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା

ଭୁବନେଶ୍ଵର : ମହାକୁମ୍ଭରୁ ମହାଯାତ୍ରା । ପୂଣ୍ୟ ଅର୍ଜିବାକୁ ପ୍ରୟାଗରାଜ ବୁଡ଼ ପକାଇବାକୁ ଯାଇଥିଲେ । ହେଲେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା ତ ଗୁରୁବାର କାର୍ ଯୋଗେ ହସଖୁସିରେ ପ୍ରୟାଗରାଜ ଯାଇଥିଲେ ରାଉରକେଲା କୋଏଲ ନଗରର ପୁଜାରୀ ପରିବାର । ମଉସା, ମାଉସୀଙ୍କ ସହ ମା,
Read More...

ଓଡ଼ିଶାରେ ସୁଟିଂ କରିବେ ବୋନୀ କପୁର

ଭୁବନେଶ୍ୱର : ବୋନୀ କପୁର ବନାଇବେ ଓଡ଼ିଆ ଫିଲ୍ମ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବୋନୀ କପୁର । ଅଲଗା ଭାଷାରେ ସିନେମା ତିଆରି କରିଛି । ତେଣୁ ଓଡିଆରେ ବି ତିଆରି କରିବି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବୋନୀ । ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ
Read More...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଢିଲା ୫ ହଜାର ଶିକ୍ଷକଙ୍କ ଦରମା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ମାସିକ ୧୬ ହଜାର ଟଙ୍କାକୁ ବଢ଼ିଲା ପାରିଶ୍ରମିକ । ସମଗ୍ର ଶିକ୍ଷା ଯୋଜନାରେ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ପୂର୍ବରୁ ୧୧ ହଜାର ଟଙ୍କା ପାଉଥିଲେ କନିଷ୍ଠ ଶିକ୍ଷକ । ସମଗ୍ର
Read More...

ବାଡ଼ ଭାଙ୍ଗି ଘରେ ପଶିଲା ବିଏମ୍‌ଡ଼ବ୍ଲୁ କାର୍‌

ଭୁବନେଶ୍ୱର : ବାଡ଼ ଭାଙ୍ଗି ଘରେ ପଶିଲା ବିଏମ୍‌ଡ଼ବ୍ଲୁ କାର, ଅଳ୍ପକେ ବର୍ତ୍ତିଲେ ପରିବାର । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ - ୪ ଶାସ୍ତ୍ରୀ ନଗରରେ । ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ଏକ ବିଏମ୍‌ଡ଼ବ୍ଲୁ କାର୍‌ ଦ୍ରୁତଗତିରେ ଆସି ବାଡ଼ ଭାଙ୍ଗି ଘରେ
Read More...

ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ହେବ ଆକ୍ସନ

ଭୁବନେଶ୍ୱର : ଏଣିକି ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ ଶ୍ରୀମନ୍ଦିର ଯାନି ଯାତ୍ରା ଓ ପର୍ବପର୍ବାଣୀ ନେଇ ଭୁଲ୍ ତଥ୍ୟ ପ୍ରକାଶ କଲେ ଆଇନ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ଆକ୍ସନ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
Read More...

ଟ୍ରାଫିକ ପୋଲିସ ପକ୍ଷରୁ ଟ୍ୱିନସିଟିରେ ଜୋରଦାର ଗାଡି ଚେକିଂ

ଭୁବନେଶ୍ୱର : ଟ୍ରାଫିକ ପୋଲିସ ପକ୍ଷରୁ ଟ୍ୱିନସିଟିରେ ଚାଲିଛି ଜୋରଦାରଚେକିଂ । ବିନା ହେଲମେଣ୍ଟ , ବିନା ନମ୍ବର ପ୍ଲେଟ ମଙ୍ଗଳବାର ରାଜଧାନୀରେ ଚାଲିଥିଲା ବ୍ଲକିଂ ଆଉ ଚେକିଂ । ଟ୍ରାଫିକ-୧ ର ୪ଟି ଛକରେ ଓ ଟ୍ରାଫିକ-୨ ଅଧିନରେ ୩ଟି ପାର୍କିଂ ସ୍ପଟରେ ପୋଲିସ ଜଗି ରହିଥିଲେ । ଯେଉଁ କାର କାଚରେ
Read More...

ବାଇକ୍‌କୁ ଧକ୍କା ଦେଲା କାର ଚାଲିଗଲା ତିନି ଜଣଙ୍କ ଜୀବନ

ଭୁବନେଶ୍ଵର : ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା କାର୍‌ । ଚାଲିଗଲା ତିନି ଜଣଙ୍କ ଜୀବନ । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋମବାର ବିଳମ୍ବିତ
Read More...

ଅଟୋ ସ୍କର୍ପିଓ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଭୁବନେଶ୍ୱର : ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ମଞ୍ଚାବନ୍ଧାଠାରେ ଏହି ଘଟଣା ଘଟିଛି ୧୮ ନମ୍ବର ଜାତୀୟ ଦେଇ ଅଟୋଟି ଯାଉଥିବା ସମୟରେଏକ ସ୍କର୍ପିଓ
Read More...

ଭେଣ୍ଟିଲେଟର୍‌ରେ ଅଭିନେତା ଉତ୍ତମ ମହାନ୍ତି,

ଭୁବନେଶ୍ୱର : ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଅଭିନେତା ଉତ୍ତମ ମହାନ୍ତିରେ ଚିକିତ୍ସା ଜାରି ରହିଛି । ସ୍ୱାସ୍ଥାବସ୍ଥା ସଙ୍କଟପନ୍ନ ହେବାରୁ ଭେଣ୍ଟିଲେଟ୍ ରଖାଯାଇଥିବା ସୂଚନା
Read More...

ଯୁବକଙ୍କ ଉନ୍ମକ୍ତ କାଣ୍ଡ

ଭୁବନେଶ୍ୱର : ଥାନାରେ ଅଭିଯୋଗ ପରେ ଯୁବକକୁ ଗିରଫ କଲା ପୋଲିସ । ଗିରଫ ହୋଇଥିବା ଯୁବକ ହେଉଛନ୍ତି କିଶନନଗର ଗ୍ରାମର ମିଟୁ ଭୋଇ । ସୂଚନା ମୁତାବକ, କିଶନନଗର ଗ୍ରାମର ମିଟୁ ଭୋଇ ନାମକ ଯୁବକ ଏକ ଖଣ୍ଡା ଧରି ଗ୍ରାମର କେତେକ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ହାତରେ ଖଣ୍ଡା ଧରି
Read More...