Browsing Tag

bhubaneswar news

ନେପାଲ ଗଲା କିଟ୍‌ ଛାତ୍ରୀଙ୍କ ମୃତଦେହ :

ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁ ମାମଲା ମୃତ ଛାତ୍ରୀ ପ୍ରକୃତି ଲାମସାଲଙ୍କ ପରିବାର ଲୋକଙ୍କୁ AIIMS ରେ ପୋଷ୍ଟମୋର୍ଟମ ପରେ ମୃତଦେହ ହସ୍ତାନ୍ତର କରାଯାଇଛି । ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇଯାଇଛନ୍ତି । ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର
Read More...

୨୦୨୫ – ୨୬ ବର୍ଷ ପାଇଁ ୨.୯୦ ଲକ୍ଷ କୋଟିର ଓଡ଼ିଶା ବଜେଟକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ - ଧର୍ମେନ୍ଦ୍ର ପ୍ରଧାନଓଡ଼ିଶାର ପ୍ରଗତି ହେବା ଭଳି ବଜେଟ୍ ଉପସ୍ଥାପାନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେଆଜିର ଲୋକକଲ୍ୟାଣକାରୀ ବଜେଟ୍ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନଏହି ବଜେଟ୍
Read More...

ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା : ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,

ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ଯାଏ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ବିଜ୍ଞାନ ବିଭାଗ (ଷ୍ଟ୍ରିମ୍‌)ର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ଦେବେ ୧ଲକ୍ଷ ୧୪ ହଜାର ୯୮୦ ପରୀକ୍ଷା । ମଙ୍ଗଳବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା
Read More...

ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ,

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ଘରେ ପଶିଲେ ଚୋର । ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଅଙ୍ଗନବାଡି କର୍ମୀ କରିଥିଲେ ବିରୋଧ । ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ଗ୍ରାମରେ ଏଭଳି ଘଟଣା
Read More...

ପୁଣି ‘ମୋ ବସ୍’ ଚକ ତଳେ ଗଲା ମହିଳାଙ୍କ ଜୀବନ

ଭୁବନେଶ୍ୱର : ପୁଣି ମୋ ବସ୍ ଚକ ତଳେ ଗଲା ମହିଳାଙ୍କ ଜୀବନ । ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍ ତଳେ ଏହି ଦୁର୍ଘଟଣା ଘଟିଛି । ଏକାଧିକ ଲୋକଙ୍କୁ ଧକ୍କା ଦେଇଥିଲା ବସ୍‌ । କେବଳ ସେତିକି ନୁହେଁ, ୧୦୦ ମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡ଼ି ନେଇଥିଲା ମୋ ବସ୍‌ । ଘଟଣାସ୍ଥଳରେ ମହିଳାଙ୍କ
Read More...

ଓଡ଼ିଶାରେ ଆତିଥ୍ୟ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି ଆଇଏଚ୍‌ଏମ୍‌ ଭୁବନେଶ୍ୱର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଆଇଏଚ୍‌ଏମ୍‌ ଭୁବନେଶ୍ୱର ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରି ଆତିଥ୍ୟ ଓ ପର୍ଯ୍ୟଟନ ଉଦ୍ୟୋଗକୁ ରୂପ ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛି ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ ହସପିଟାଲିଟି ବା ଆତିଥ୍ୟ ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି
Read More...

ଦୁଇଦିନ ହାଲୁକା ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ରେ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ ସମେତ କେନ୍ଦୁଝର ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ ବୋଲି
Read More...

ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ ୧୯,୧୮୨ ଇଞ୍ଜିନିୟରିଂ ପିଲା ବେକାର

ଭୁବନେଶ୍ଵର : ରାଜ୍ୟରେ ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧ । ହେଲେ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ପିଲା । ରାଜ୍ୟରେ ବର୍ତ୍ତମାନ ୧୯ ହଜାର ୧୮୨ ଇଞ୍ଜିନିୟରିଂ ପାଠ ପଢି ବେକାର ବସିଛନ୍ତି ।
Read More...

ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର : ଲାଞ୍ଚ ନେଉଥିଲେ ମହିଳା କନିଷ୍ଠ କିରାଣି । ମାଡ଼ିବସିଲା ଦେବଗଡ଼ ଭିଜିଲାନ୍ସ ଟିମ୍ । ମହିଳା କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନଙ୍କତାଙ୍କ ନିକଟରୁ ୨୦ଟି ୫୦୦ଶହ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା ଦେବଗଡ଼ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ଅଭିଯୋଗ ଅନୁଯାଇ, ଛାତ୍ର ଜଣଙ୍କ ଯୁକ୍ତ
Read More...

ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ଵର : ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ଆରମ୍ଭରୁ ଆଟାକିଂ ମୁଡ୍‌ରେ ବିରୋଧୀ । ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧୀ ଆଇନଶୃଙ୍ଖଳାକୁ ବଡ଼ ପ୍ରସଙ୍ଗ କଲା କଂଗ୍ରେସ । ଧାନର କଟନି ଛଟିନୀକୁ ନେଇ ବିଜେଡିର ହଙ୍ଗାମା । ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ
Read More...