Browsing Tag

bhubaneswar news

ଆଜିଠୁ ଆରମ୍ଭ ବିଧାନସଭାର ୨ୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଯାଇଛି । ଏହି ବଜେଟ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ସେହିପରି ମାର୍ଚ୍ଚ ୨୯ ତାରିଖରେ ବିଧାନସଭାରେ ସରକାର ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନା
Read More...

ସୁଭଦ୍ରା ପାଇଁ ପୁରସ୍କାର ପାଇବେ ଅଙ୍ଗନବାଡି କର୍ମୀ

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ପାଇଁ ଖୁସି ଖବର । ମିଳିବ ପ୍ରୋତ୍ସାହନ ରାଶି । ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ଅଙ୍ଗନବାଡି ଦିଦି ଓ କର୍ମୀଙ୍କୁ ମିଳିବ ସ୍ୱତନ୍ତ୍ର ପୁରସ୍କାର । ଅଙ୍ଗନବାଡି କର୍ମୀଙ୍କୁ ମିଳିବ ୧୫ଶହ ଟଙ୍କା । ସହାୟିକାଙ୍କୁ ୫ଶହ ଟଙ୍କାର ପୁରସ୍କାର ମିଳିବ ।
Read More...

ସୁଭଦ୍ରା ଯୋଜନାରେ ଆଜି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର : ଆଜି ‘ସୁଭଦ୍ରା’ ଯୋଜନାରେ ଆସିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ ।
Read More...

ଘରେ ପଶି କଳାକନା ବୁଲେଇଲେ ଲୁଟେରା

ଭୁବନେଶ୍ୱର, : ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲେଇଲେ ଲୁଟେରା । ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ଛାନଭିନ୍‌ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଗୋପପୁର ଗାଁରେ ଏଭଳି
Read More...

ଦୁଇ ଦିନ ବଢ଼ିବ ତାତି, ବହିବ ଗରମ ପବନ

ଭୁବନେଶ୍ୱର : ପ୍ରଫେସର ପଶୁପାଳକ କହିଛନ୍ତି, ରାଜ୍ୟର ସମୁଦ୍ର ସଂଲଗ୍ନ ଅଞ୍ଚଳକୁ ବଙ୍ଗୋପସାଗରୀୟ ପବନ ବହିବ । ବାକି ସାରା ରାଜ୍ୟରେ ଗରମ ପଶ୍ଚିମା ପବନ ବହିବ । ବୁଧବାର ଓ ଗୁରୁବାର ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ପୁରୀ, କଟକ, ବାରିପଦା ଓ
Read More...

ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ

ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ ନ କରି ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳିବାକୁ ଘୋଷଣା
Read More...

ରାଜଧାନୀରେ ୩୬ ଡ଼ିଗ୍ରୀ ଛୁଇଁଲା ପାରଦ : ଏପ୍ରିଲ-ମେ ମାସରେ ଅଧିକ ତାତି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୩୬ଡ଼ିଗ୍ରୀ ଛୁଇଁଲା ତାତି । ମଙ୍ଗଳବାର ଦିନ ୨ଟା ୩୦ ସମୟରେ ଭୁବନେଶ୍ୱରରେ ୩୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏପ୍ରିଲ-ମେ ମାସରେ ଅଧିକ ତାତି ଅନୁଭବ କରିବେ ରାଜ୍ୟବାସୀ । ଏଲିନିନୋ ଯୋଗୁଁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଅଧିକ ରହିବ ବୋଲି
Read More...

ରାତିରେ ବୁଲୁଛି ଖଣ୍ଡା ଲୋକେ ଆତଙ୍କିତ

ଭୁବନେଶ୍ୱର : ପୁଣି ଅଶାନ୍ତ ରାଜଧାନୀ । ରାତିରେ ବୁଲୁଛି ଖଣ୍ଡା । ଲୋକେ ଆତଙ୍କିତ । ଭୁବନେଶ୍ୱର ସହିଦ ନଗର ସ୍ଥିତ ପଥରବନ୍ଧ ବସ୍ତିରେ ରାତି ତମାମ ୩ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିବା ସହ ନିଜର ପତିଆରା ଜାହିର କରିଛନ୍ତି । ଯାହାକୁ ପାରିଲେ ହାଣିଲେ ଆଉ
Read More...

କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାତି ଅଧରେ ହୁଣ୍ଡି କାଟି ସମସ୍ତ ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସ ମୁଖ୍ୟ ରାସ୍ତାରେ ଥିବା ବଡ଼ ଆଙ୍କୁଲା ମାଆ ତାରିଣୀ ମନ୍ଦିରରୁ ଏହି ଲୁଟ୍‌ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଚଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ଡେଲାଙ୍ଗ ଓ
Read More...

ବୃଦ୍ଧଙ୍କ ଗଳା କାଟି ହତ୍ୟା

ଭୁବନେଶ୍ଵର : ଯାଜପୁର ରୋଡ୍ ଥାନା ମିଲିଟାରୀ ଛକ ନିକଟ ଏକ ପରିତ୍ୟକ୍ତ ଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ସ୍ଥାନୀୟ ବଜାରରେ ପୂଜା କରୁଥିବା ଜଣେ ପୂଜକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବୃଦ୍ଧଙ୍କ ଗଳା କାଟି ହତ୍ୟା କରାଯାଇଛି । ତେବେ କେଉଁ କାରଣରୁ ତାଙ୍କୁ
Read More...