ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼ ୪ ଶିକାରୀ ଗିରଫ, ୪ ବନ୍ଧୁକ ଜବତ
ଭୁବନେଶ୍ୱର : ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ ବେଳେ ଅଘଟଣ । ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ପୋଡାଡିହା ରେଞ୍ଜ ଏବଂ ଏସଟିପିଏଫ ଟିମ୍ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ପାଲଟା ଆକ୍ରମଣରେ ଗିରଫ ହେଲେ ୪ ଶିକାରୀ ।!-->…
Read More...
Read More...