ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସ୍ୱାଗତ ପାଇଁ ସଜବାଜ ହେଉଛନ୍ତି କଳାକାର
ଭୁବନେଶ୍ୱର : ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଆସି ପହଞ୍ଚିବେ । ଏହା ପରେ ବିମାନବନ୍ଦର ନିକଟରୁ ତାଙ୍କର ମେଗା ରୋଡ୍ ସୋ' ଆରମ୍ଭ ହେବ । ତେବେ ମୋଦିଙ୍କ ରୋଡ୍ ସୋ' ପାଇଁ ଆଜି ରାଜଧାନୀ ଏକ ପ୍ରକାର ଉତ୍ସବମୁଖର ହୋଇପଡ଼ିଛି । ଭୁବନେଶ୍ୱର ଉପକଣ୍ଠ ସମେତ!-->…
Read More...
Read More...