Browsing Tag

Bhopal news

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାର୍ଚ୍ଚ ପରଠାରୁ ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ୁ‌ଥିବା ବେଳେ ଅଗଷ୍ଟ ୨ ତାରିଖ ଗୁରୁବାର ଦିନ ଆଉ ଚିତାର ମୃତ୍ୟୁ ହୋଇଛି । ଏହାକୁ ମିଶାଇ କୁନୋରେ ଚିତା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
Read More...

୩ରୁ ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ‘ଉନ୍ମେଷ’

ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ୭୫ଟି କାର୍ଯ୍ୟକ୍ରମରେ ଯୋଗଦେବେ ଶହେ ଭାଷାର ୫୭୫ ଲେଖକ ଭୋପାଳ : ଅଗଷ୍ଟ ୩ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ 'ଉନ୍ମେଷ' ଅନୁଷ୍ଠିତ ହେବ । ଭୋପାଳରେ ଆୟୋଜିତ ଏକ
Read More...

୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପିଏମ୍‌ ମୋଦୀ

ଭୋପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରୁ ସାରା ଦେଶରେ ଚାଲୁଥିବା ୫ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି । ଷ୍ଟେସନରୁ ଭୋପାଳ ମଧ୍ୟରେ ଇନ୍ଦୋର ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଟ୍ରେନକୁ ପିଏମ୍‌ ମୋଦୀ ସବୁଜ ପତାକା ଦେଖାଇଥିବା
Read More...

ପ୍ରେମିକ ତ’ ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା : ପୋଲିସ ପାଖରେ ଅଭିଯୋଗ କଲା ପ୍ରେମିକା

ଭୋପାଳ : ପ୍ରେମିକ ତ' ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା । ପୋଲିସ ପାଖରେ ଅଭିଯୋଗ କରିଛି ପ୍ରେମିକା । ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ପ୍ରେମିକା ତା' ପ୍ରେମିକ ଓ ପ୍ରେମିକର ପିତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲା
Read More...

ମଧ୍ୟପ୍ରଦେଶ : ଇଞ୍ଜିନିୟରିଂରେ ଶିକ୍ଷା ଦିଆଯିବ ରାମାୟଣ ଏବଂ ମହାଭାରତ, କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା

ଭୋପାଳ : ମଧ୍ୟପ୍ରଦେଶରେ ଇଞ୍ଜିନିୟରିଂ କରୁଥିବା ଛାତ୍ରମାନଙ୍କୁ ବର୍ତ୍ତମାନ ରାମାୟଣ ଏବଂ ମହାଭାରତ ମଧ୍ୟ ପଢ଼ିବାକୁ ପଡିବ । ରାଜ୍ୟ ସରକାର ଏହା ନିଷ୍ପତ୍ତି ନେଇଛନ୍ତି । ଶିବରାଜ ସିଂ ଚୌହାନ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମାଲୋଚନା କରିଛି । ଏହି
Read More...

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍‌ ଥିବା ଦୁଇଟି ଗାଡି ମଧ୍ୟରେ ଧକ୍କା, ୨ଜଣ…

ଭୋପାଳ : ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍‌ ଥିବା ଦୁଇଟି ଗାଡି ମଧ୍ୟରେ ଧକ୍କା ହେବା ଫଳରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇନାହିଁ ।
Read More...