Browsing Tag

bhaubaneswar news

ଜଣେ ଭଲ ମଣିଷଙ୍କୁ ହରାଇଲା ଓଡ଼ିଶା ମାଟି : ଡକ୍ଟର ହୁସେନ ରବି ଗାନ୍ଧୀ ଆଉ ନାହାନ୍ତି

ଭୁବନେଶ୍ୱର : ଜଣେ ଭଲ ମଣିଷଙ୍କୁ ହରାଇଲା ଓଡ଼ିଶା ମାଟି । ଓଡ଼ିଶାର ବରପୁତ୍ର ଡକ୍ଟର ହୁସେନ ରବି ଗାନ୍ଧୀ ଆଉ ନାହାନ୍ତି । ମଣିଷପଣିଆରେ ଭରପୂର ଜଣେ ମଣିଷ । ଜାତି, ଧର୍ମ, ବର୍ଣ୍ଣ, ବର୍ଗ ନିର୍ବିଶେଷରେ ସମସ୍ତର ପ୍ରିୟ ଥି ସେ । ଜଣେ ବାଗ୍ମୀ, କବି, ପୂର୍ବତନ ସାହିତ୍ୟ ଏକାଡେମୀ ସଭାପତି,
Read More...