Browsing Tag

bhadraka news

ତେଲରେ ଅପମିଶ୍ରଣ : ଭାସୁଛି ଜେଲି ଭଳି ପଦାର୍ଥ, ସାମ୍ପୁଲ ନେଲା ପୋଲିସ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ପେଟ୍ରୋଲରେ ଭାସୁଛି ଜେଲି ଭଳି ପଦାର୍ଥ । ଅପମିଶ୍ରଣ ତେଲ ପକାଇବା ଯୋଗୁଁ ଗାଡି ଖରାପ ହେଉଛି । ଏମିତି ଏକାଧିକ ଅଭିଯୋଗ ପରେ ଉତ୍ତେଜନାକୁ ଦେଖି ପୋଲିସ ସାମ୍ପୁଲ ସଂଗ୍ରହ କରିଛି । ଭଦ୍ରକ ସହର ମଧ୍ୟରେ ଥିବା ବର୍ଷା ଫୁଏଲ୍‌ସ୍‌ ବିରୋଧରେ ଏମିତି ଅଭିଯୋଗ ଆସିଛି
Read More...

ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ପୂର୍ବରୁ ଭିଡ଼ିଓ ବାର୍ତ୍ତାରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରିଛନ୍ତି । ଦାବିପତ୍ର ଅନୁଯାୟୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରହିଛି ।
Read More...

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ : ୨ ମୃତ

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କିଛି ଜଣ ଯାତ୍ରୀ
Read More...

ଜଳମଗ୍ନ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ

ଭଦ୍ରକ : ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଜଳମଗ୍ନ ହୋଇଛି ପ୍ରସିଦ୍ଧ ଶୈବପୀଠ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି
Read More...

୧୪ ଗ୍ରାମର ବ୍ରାଉନ ସୁଗାର ଜବତ : ଜଣେ ଗିରଫ

ଭଦ୍ରକ : ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢି ବଢି ଚାଲିଥିବା ବେଳେ ଆଜି ପୁଣି ଭଦ୍ରକ ଟାଉନ ଥାନା ପୁଲିସ ମୋଟେଲ ଛକ ଠାରୁ ୧୪ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ‌ଙ୍କ ଠାରୁ ୨ଟି ମୋବାଇଲ, ଗୋଟିଏ ବାଇକ ଜବତ କରିଛି । ଗିରଫ ହୋଇଥିବା ଯୁବକ
Read More...

ବେପରୁଆ ଗାଡି ଚାଲଣା : ୬ହଜାର ଟଙ୍କା ଯୁବକଙ୍କୁ ଫାଇନ୍

ଭଦ୍ରକ : ବେପରୁଆ ଗାଡି ଚାଲଣା କରୁଥିବାରୁ ଜଣେ ଯୁବକଙ୍କୁ ୬ ହଜାର ଟଙ୍କାର ଫାଇନ୍ ଦେବାକୁ ପଡିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜି‌ଲ୍ଲାରେ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ
Read More...

୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ ଗିରଫ

ଭଦ୍ରକ : ୨୭ ଲକ୍ଷର ବ୍ରାଉନ ସୁଗାର ଜବତ ସହ ତିନିଜଣ ଯୁବକ‌ଙ୍କୁ ଗିରଫ କରିଛି ଧୁଷୁରୀ ପୁଲିସ ବୋଲି ଖବର ମଳିଛି । ସୂଚନା ଯ୍ୟଗ୍ୟ ଯେ, ବହୁ ଦିନ ଧରି ଭଦ୍ରକ ଜିଲ୍ଲାରେ ବ୍ରାଉନସୁଗାର ବେପାରୀ ମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ, ଯାହାକି ପୁଲିସର ନଜରୁ ଆସିଥିଲା । ତେବେ ଧୁଷୁରୀ
Read More...

ପିକଅପ୍ ଭ୍ୟାନରୁ ୨୦ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଭଦ୍ରକ : ଥମୁନି ବେଆଇନ୍ ଗୋରୁ ଚାଲାଣ । ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ଚରମ୍ପା ନିକଟରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୋଲିସ୍ । ଭଦ୍ରକରୁ କୋଲକାତା ଚାଲାଣ ବେଳେ ଧରାପଡ଼ିଲା ଗାଡ଼ି । ସେଥିରୁ ୨୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।
Read More...

ଧାନ କିଣାରେ ଅନିୟମିତତା ଅଭିଯୋଗରେ ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ : ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ ନେଇ ରାସ୍ତା ଉପରେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚାଷୀ । ରାସ୍ତା ଅବରୋଧ କରିଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ
Read More...