Browsing Tag

bhadrak news

ବ୍ରେକ ଡାଉନ୍ ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ୬ ଗୁରୁତର

ଭଦ୍ରକ : ଭଣ୍ଡାରିପୋଖରୀ ନିକଟସ୍ଥ ଆଖୁଆପଦା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଖରାପ ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଆମ୍ବୁଲାନ୍ସ ଧକ୍କା ଦେଇଛି । ଫଳରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତିନି ଜଣ ଭଦ୍ରକ ଓ ଅନ୍ୟ ତିନି ଜଣଙ୍କୁ ଯାଜପୁର
Read More...

ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ : ୨ ଗୁରୁତର, ୧ ଆହତ

ଭଦ୍ରକ : ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ୍ । ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ଗେଲପୁର ସ୍କୁଲ ଛକ ନିକଟ ପୋଲ ଉପରୁ ଏକ ୧୪ ଚକିଆ ଚିପ୍ସ ବୋଝେଇ ଟ୍ରକ୍ ଖସି ପଡ଼ିଛି । ଟ୍ରକରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ୧୦୮
Read More...

ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଫୁଡ୍ ମହୋତ୍ସବ ପାଳିତ

ଭଦ୍ରକ : ୨୦୨୨ ବର୍ଷକୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରିବାର ଲକ୍ଷ୍ୟ ନେଇ ଶନିବାର ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଏକ ଫୁଡ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଯୋଗ ଶିକ୍ଷା କେନ୍ଦ୍ରର ମହିଳା ଓ ପୁରୁଷମାନେ ନିଜ ଘରେ ପ୍ରସ୍ତୃତ କରି
Read More...

ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଶାଢ଼ୀ ନଷ୍ଟ

ଭଦ୍ରକ : ଭଦ୍ରକ ଥାନା ଛକ ନିକଟରେ ଥିବା ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ହୁ ହୁ ହୋଇ ଜଳିଲା ଲକ୍ଷାଧିକ ଟଙ୍କାର ଲୁଗା । ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନରେ ଗଚ୍ଛିତ ଥିବା କିଛି ଲୁଗା ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ
Read More...

ସିରିଜ୍ ଦୁର୍ଘଟଣା : ୩ରୁ ଅଧିକ ଆହତ

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥରେ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ
Read More...

ବ୍ରାଉନସୁଗାର ଜବତ : ୨ ଗିରଫ

ଭଦ୍ରକ : ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଏମ୍‌ଭି ଚେକିଂ ବେଳେ ଏକ ବାଇକ୍‌ରେ କଟକର ୨ ଜଣ ଯୁବକ ବ୍ରାଉନସୁଗାର ସହ ଧରା ପଡ଼ିଥିଲେ । ଗିରଫ ଅଭିଯୁକ୍ତ ଦ୍ୱୟ
Read More...

ନିଶା ଦେଇ ନଡ଼ିଆ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ଭଦ୍ରକ : ଭଦ୍ରକରେ ଜଣେ ବ୍ୟବସାୟୀଙ୍କୁ ନିଶା ଦେଇ ତାଙ୍କ ଠାରୁ ଟଙ୍କା ସହ ନଡିଆ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଚେତ ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଜିତାନଗା ଗାଁର ଗଙ୍ଗାଧର ଜେନା
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର : ଜୀବନ୍ତ ଜଳିଗଲେ ୨ ଗାଈ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୫ ବଖରା ଘର । ଜିଅନ୍ତା ଜଳିଗଲେ ୨ ଗାଈ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
Read More...

କେନ୍ଦ୍ର ଅନୁସୂଚିତ ଜନଜାତି ମନ୍ତ୍ରୀଙ୍କ ୨ ଦିନିଆ ଭଦ୍ରକ ଗସ୍ତ

ରାଜ୍ୟ ଓ କେନ୍ଦ୍ର ଯୋଜନା ଉପରେ କଲେ ସମୀକ୍ଷା ଭଦ୍ରକ : କେନ୍ଦ୍ର ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଆସିଛନ୍ତି । ବୁଧବାର ରାତିରେ ଅର୍ଜୁନ ମୁଣ୍ଡା ଭଦ୍ରକରେ ପହଞ୍ଚି ସର୍କିଟ ହାଉସରେ ରାତ୍ରୀ ଯାପନ କରିଥିଲେ । ଆଜି ସକାଳେ
Read More...

ଧାମନଗର ଉପନିର୍ବାଚନରେ ବାଜି ମାରିଲା ବିଜେପି : ସୂର୍ଯ୍ୟବଂଶୀ ସୂରଜ ବିଜୟୀ

ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜେପି ବାଜି ମାରିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୯୮୮୧ ଖଣ୍ଡ ଭୋଟ ବ୍ୟବଧାନ​ରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ୮୦୩୫୧
Read More...