Browsing Tag

berhampur news

ଏଚଆଇଭି ପଜିଟିଭଙ୍କ ବିବାହୋତ୍ସବ : ଯୋଗ ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର : ଆଜି ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହରେ ବ୍ରହ୍ମପୁରର ଦୁଇଜଣ ଏଚଆଇଭି ପଜିଟିଭ ବିବାହ ବନ୍ଧନରେ ବା‌ନ୍ଧିହୋଇଛ‌ନ୍ତି । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବବିବାହିତଙ୍କୁ ଆଶୀର୍ବାଦ ଦେଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି
Read More...

ବିଳମ୍ବିତ ରାତିରେ ଲାଗିଲା ନିଆଁ : ୪ ବଖରା ଘର ସହ ୪ଟି ବାଇକ ଜଳିଗଲା

ବ୍ରହ୍ମପୁର : ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଝାଡାଙ୍କୁଲି ଗାଁରେ ଘରେ ଲୋକେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ଫଳରେ ଲୋକ ଭୟରେ ବାହାରକୁ ଚାଲିଆସିଥିଲେ । ଦେଖୁଦେଖୁ ନିଆଁ ଏତେ ବଢ଼ିଯାଇଥିଲା ଯେ, ୪ ଛପର ଘର ପୂରା ପୋଡି ପାଉଁଶ ହେବା ସହ ପାଖରେ ଥିବା
Read More...

ଦୁର୍ବୃତ୍ତ‌ଙ୍କ କଳା କାନାମା : ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟିନେଲେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗାଁ ନିକଟରେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ ବେହେରାଙ୍କଠାରୁ ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏନେଇ ଛାୟାକାନ୍ତ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ
Read More...

ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଜସ୍ୱ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶତବାର୍ଷିକୀ ସମାରୋହର ଅଧ୍ୟକ୍ଷ ତଥା ବ୍ରହ୍ମପୁର ଲୋକସଭା ସାଂସଦ
Read More...

ନୂତନ କୃଷି ଆଇନକୁ ବିରୋଧ କରି ରେଳ ରୋକ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ୟ୍ୟନ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରି ପ୍ରତିବାଦ କରିଥିଲେ କୃଷକ ସଂଘର୍ଷ ସମନ୍ଵୟ ସମିତିର କର୍ମକର୍ତ୍ତା । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ସମେତ ବିଭିନ୍ନ ଚାଷୀ ସଂଗଠନମାନେ ଏହି
Read More...

କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ୟ୍ୟ ଜୀବନୀ ଅ।ଧାରିତ ‘ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ’…

ବ୍ରହ୍ମପୁର : ସୁନାମଧନ୍ୟ ସାହିତ୍ୟିକ, ଗବେଷକ, କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ୟ୍ୟ ବଳବେଦ ରଥଙ୍କ ଜୀବନୀ ଆଧାରିତ ପୁସ୍ତକ "ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ' ପ୍ରଥମାର୍ଦ୍ଧ ଓ "ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ' ଶେଷାର୍ଦ୍ଧ ଦୁଇଟି ପୁସ୍ତକ ସରସ୍ୱତୀ ପୂଜା ଓ
Read More...

ଆଜି ଗଞ୍ଜାମ ପାତ୍ରପୁର ବ୍ଲକର ୮ ଗାଁରେ ଚାଲିଛି ପଞ୍ଚାୟତ ନିର୍ବାଚନ

ବ୍ରହ୍ମପୁର : ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଆଜି ଏଥିପାଇଁ ଓଡ଼ିଶା ସୀମାନ୍ତରେ ଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟ ୮ ଟି ଗାଁରେ ନିର୍ବାଚନ ହେଉଛି । ତେବେ ଏହି ନିର୍ବାଚନ ପାଇଁ ଆନ୍ଧ୍ର ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଅନ୍ୟପଟେ ଓଡ଼ିଶା ସରକାର ତଥା
Read More...

ମାର୍ଚ୍ଚ ୩୦ରେ ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ : ସାଂସଦ ଚନ୍ଦ୍ରଶେଖର ସାହୁଙ୍କ…

ବ୍ରହ୍ମପୁର : ମହାତ୍ମା ଗାନ୍ଧିଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ ବୁଧବାର ଇଞ୍ଜିନିୟରିଂ ସ୍କୁଲସ୍ଥିତ ରାଜସ୍ୱ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲାର ସବୁ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଶିକ୍ଷାବିତ, ବୁଦ୍ଧିଜୀବୀ
Read More...

ରାଜ୍ୟରେ ଆଜିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟୀକାକରଣ : ଟୀକା ନେଲେ ଜିଲ୍ଲାପାଳ ଓ ଏସପି

ଗଞ୍ଜାମ : ରାଜ୍ୟରେ ଆଜିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ତେବେ ଗଞ୍ଜାମରେ ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ ରାୟ ଛତ୍ରପୁର ଗୋଷ୍ଠୀ
Read More...

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୪ତମ ସ୍ୱନକ୍ଷତ୍ର ଦିବସ ପାଳିତ : ବର୍ଷିୟାନ ଚିକିତ୍ସକ ପ୍ରଫେସର ଡ଼ା. ପି.ସି.…

ବ୍ରହ୍ମପୁର, (କେପିଏନଏସ୍‌) : ଆମ୍ବପୁଆସ୍ଥିତ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୪ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଭାରତ ବର୍ଷର ସ୍ୱନାମଧନ୍ୟ ସମାଜସେବୀ ଏ.ଭି. ସ୍ୱାମୀ ସ୍ମାରକୀ ପୁରସ୍କାର ଅûନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ ଚିକିତ୍ସକ ପ୍ରଫେସର ଡ଼ା. ପି.ସି ସାହୁଙ୍କୁ ପ୍ରଦାନ
Read More...