୧୧ ଦଫା ଦାବୀ ନେଇ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ
ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବରିଷ୍ଠ କଂଗ୍ରେସ ନେତା ଅନୀଲ ମେହେରଙ୍କ ନେତୃତ୍ୱରେ ୧୧ ଦଫା ଦାବୀରେ ବେଲପଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ପ୍ରଥମେ ବେଲପଡା ତାରିଣୀ ମନ୍ଦିରଠାରେ ଶହ ଶହ କଂଗ୍ରେସ କର୍ମୀମାନେ!-->…
Read More...
Read More...