Browsing Tag

belbahli news

କେନ୍ଦୁଝର ଭାଲୁକୁମା ଛକ ନିକଟରେ ବସ୍‌କୁ ପିଟିଲା ଟ୍ରକ୍ ; ୩ ଗୁରୁତର, ୪ ଆହତ

ବେଲବାହାଳୀ : ଘଷିପୁରା ଥାନା ଅନ୍ତର୍ଗତ ଭାଲୁକୁମା ଛକ ନିକଟରେ ୨୦ନଂ ଜାତୀୟ ରାଜପଥରେ ଟ୍ରକ୍-ବସ୍ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଏନେଇ ଖବର ପାଇବା ପରେ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବସ୍‌ ଓ ଟ୍ରକ୍ ଦୁଇଟି
Read More...