Browsing Tag

basudeba pur

ଷଣ୍ଢ ଆକ୍ରମଣରେ ବାପା ମୃତ : ପୁଅ ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରହ୍ମହଣିଗାଁ ପଞ୍ଚାୟତ ଚାନ୍ଦିଆ ଗାଁରେ ଅଘଟଣ । ଷଣ୍ଢ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ସମେତ କେତେକ ଗ୍ରାମବାସୀ ଆହତ ହୋଇଛନ୍ତି । ମୃତକ ହେଲେ ନେପାଳୀ ଜେନା (୫୫ବର୍ଷ) ବୋଲି ଜଣାପଡିଛି । ସୂଚନା ମୁତାବକ, ଶୁକ୍ରବାର ଭୋର
Read More...

ଚୋରା ମଦ ବିକ୍ରି ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ

ବାସୁଦେବପୁର : ଚୋରା ମଦ ବିକ୍ରି ବନ୍ଦ ଏବଂ ଜୋରଜବରଦସ୍ତି ଚାନ୍ଦା ଆଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜାମୁଝାଡୀ-ଧାମରା ମୁଖ୍ୟ ରାସ୍ତାର କସିଆ ଛକରେ ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ଖବର ପାଇ ନାଇକାଣିଡ଼ିହି ପୋଲିସ
Read More...