Browsing Tag

baripada news

ବ୍ୟାପକ ଉତ୍ସାହ ଉଦ୍ଦୀପନା ସହ ତୃତୀୟ ଶିଶୁକଳା ମହୋତ୍ସବ ଆରମ୍ଭ

ବାରିପଦା, (କେପିଏନ୍‌ଏସ୍‌) : ମୟୂରଭଞ୍ଜ କଲ୍‌ଚରାଲ୍‌ ଡେଭେଲପ୍‌ମେଣ୍ଟ ଫାଉଣ୍ଡେସନ ଦ୍ୱାରା ଗତ ଦୁଇବର୍ଷ ଭଳି ଚଳିତ ବର୍ଷ ତୃତୀୟ ଶିଶୁକଳା ମହୋତ୍ସବ ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହେଉଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ବାରିପଦା ପୌର ପରିଷଦର ନଗରପାଳ କୃଷ୍ଣାନନ୍ଦ
Read More...

ଭିଜିଲାନ୍ସ ଜାଲରେ କିରାଣୀ

ବାରିପଦା ସିଟି : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିରାଣୀ ରାମଚନ୍ଦ୍ର ସେନଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସର ୮ଟି ଦଳ ପୈତୃକ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ
Read More...

ପାଟ୍ରୋଲିଂ ବେଳେ ଶିକାରି ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ବାରିପଦା : ବନବିଭାଗ ପକ୍ଷରୁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ସମୟରେ ଶିକାରୀଙ୍କ ଗୁଳିରେ ଗୁରୁତର ଆହତ ହେବା ପରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାରିପଦା ଭୁଗୁଡାକଟା ଅଞ୍ଚଳର ବିମଳ ଜେନା । ଘଟଣାଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ
Read More...

ଆଜି ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା : ରାଷ୍ଟ୍ରପତି ଭାବେ ଶପଥ ନେବାର ଦୀର୍ଘ ୧୧ ମାସ ପରେ ନିଜ ଜନ୍ମମାଟିକୁ ଫେରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଓଡ଼ିଶାକୁ ପୂର୍ବରୁ ଦୁଇଥର ଆସିଥିଲେ ସୁଦ୍ଧା ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସି ନଥିଲେ । ମୟୂରଭଞ୍ଜ ଜିଲ୍ଲାକୁ ଏହା ତାଙ୍କର
Read More...

ସଡକ ଦୁର୍ଘଟଣାରେ ଦୁଇ କିନ୍ନର ଗୁରୁତର

ବାରିପଦା : ବାରିପଦାର ମଞ୍ଚାବନ୍ଧା ଠାରେ ବିଳମ୍ବିତ ରାତିରେ ଘଟିଛି ସଡ଼କ ଦୁର୍ଘଟଣା । ମଞ୍ଚାବନ୍ଧା ଠାରେ ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଦୁଇ ଜଣ କିନ୍ନରଙ୍କୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସ୍ପଷ୍ଟ
Read More...

ବସ୍ ଧକ୍କାରେ ଯୁବତୀ ମୃତ, ୧ ଗୁରୁତର

ବାରିପଦା : ବସ୍‌ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବତୀ ଜଣକ ରଶ୍ମିତା ବେହେରା ବୋଲି ଜଣାପଡ଼ିଛି । କୃଷ୍ଣଚନ୍ଦ୍ର ଗୋଲାଇ ନିକଟ ବାରିପଦା ଅସ୍ତିଆ ରାସ୍ତାର ବଜାର ଇଣ୍ଡିଆ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ
Read More...

ଦ୍ୱିତୀୟ ଦିନରେ ୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା : ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହା ସହିତ ବୁଦ୍ଧିଜୀବୀ ଛାତ୍ର ଓ ଜନସାଧାରଣଙ୍କ ସହ ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଦ୍ଵିତୀୟ ଦିନରେ ପାଣ୍ଡିଆନ ବାଙ୍ଗିରିପୋଷି
Read More...

ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ

ବାରିପଦା : ଆଜି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଜିଲ୍ଲାର ଉଦଳା ଉଠଖଣ୍ଡ ଦେବକୁଣ୍ଡରେ ପହଞ୍ଚି ମା' ଅମ୍ବିକାଙ୍କ ଦର୍ଶନ କରିଥିଲେ । ଜିଲ୍ଲାପାଳ ବିନୀତ ଭରଦ୍ୱାଜ,
Read More...

ଟ୍ରକ୍-ବସ୍ ମୁହାଁ ମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର

ବାରିପଦା : ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ପାଲବଣୀ ବାଇପାସଠାରେ ଟ୍ରକ ଏବଂ ବସ ମୁହାଁ ମୁଁହି ଧକ୍କା ହୋଇଛି । ବସ ଡ୍ରାଇଭର ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପିଆର୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

ଛଉ ନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତଙ୍କୁ ‘ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ’

ବାରିପଦା : ସାଂସ୍କୃତିକ କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ଦେଶର ସବୁଠାରୁ ସମ୍ମାନଜନକ 'ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ'ରେ ଭୂଷିତ ହେଲେ ମୟୂରଭଞ୍ଜ ବିଶିଷ୍ଟ ଛଉ ନୃତ୍ୟ ଗୁରୁ ତ୍ରିଲୋଚନ ମହାନ୍ତ । ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଭାରତର
Read More...