ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ : ୩ ବନ୍ଧୁକ ଜବତ
ବାରିପଦା : ଶିମିଳିପାଳ ଦକ୍ଷିଣ ରେଞ୍ଜ ଅଞ୍ଚଳରୁ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜୁହା ଗ୍ରାମର ଲଛୁ ମୁର୍ମୁ (୪୮), ମଧୁସୂଦନ ମୁର୍ମୁ ଓରଫ ରବି (୩୮) ଓ ସେହି ଗ୍ରାମର ଘାସିରାମ ଟୁଡୁ ଓରଫ ବାସୁ (୩୫) । ଏଆଇ କ୍ୟାମେରା!-->…
Read More...
Read More...