୩୮ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ଭାଗନେବେ ୪ ଖେଳାଳୀ
ବାରିପଦା, (ଦେବସ୍ମିତ ଚୌଦୁରୀ) : ଉତ୍ତରାଖଣ୍ଡର ଡେରାଡୁନଠାରେ ଚଳିତ ମାସ ୨୮ରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୮ତମ ଜାତୀୟ କ୍ରୀଡ଼ାର ରଗବୀ ଖେଳ ବିଭାଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୩ ଜଣ ମହିଳା ଓ ଜଣେ ପୁରୁଷ ଓଡ଼ିଶା ରଗବୀ ଦଳରେ ସ୍ଥାନ ପାଇଛନ୍ତି!-->…
Read More...
Read More...