Browsing Tag

baripada news

ହାତୀ ଆକ୍ରମଣରେ ଜଣେ ମୃତ : ଜଣେ ଗୁରୁତର

ବାରିପଦା : ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଉକାଶୋଳ ଗାଁର ନାଗି ହାଁସଦା ଏବଂ ଗୁରୁତର ଶୁଖିଲାଖାଳି ଗାଁର ବଡା ମୁର୍ମୁ ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳ
Read More...

ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ସିନିୟର ଉଭୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାର ଉଭୟ ପୁରୁଷ
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଉତ୍ସବର ଦ୍ୱତୀୟ ଦିବସ କାର୍ଯ୍ୟକ୍ରମ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିକାଶ ମେଳା-୨୦୨୫ ଉପଲକ୍ଷେ ଆଜି ଜିଲ୍ଲାସ୍ତରୀୟ ଉତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ବର୍ଷ ପୂର୍ତ୍ତି ପାଳନ କ୍ରମରେ ବାରିପଦାସ୍ଥିତ କଲେଜ ପଡିଆଠାରେ ଜିଲ୍ଲାପାଳ
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଉତ୍ସବ ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଇତି ମଧ୍ୟରେ "ବିକାଶ ବାହନ" ଯାତ୍ରା ଜୁନ ୧୨ ତାରିଖରେ ଶୁଭାରମ୍ଭ ହେବା ସହିତ ବିକାଶ ମେଳା-୨୦୨୫ ଜୁନ ୧୨ ତାରିଖରେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଉଦଘାଟିତ ହୋଇସାରିଛି । ଆଜି ଏହି ବର୍ଷ ପୂର୍ତ୍ତି
Read More...

ବରିଷ୍ଠ ନାଗରିକ ସମିତି ବାରିପଦା ମୟୂରଭଞ୍ଜର ସ୍ୱତନ୍ତ୍ର ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ବରିଷ୍ଠ ନାଗରିକ ସମିତି, ବାରିପଦା, ମୟୂରଭଞ୍ଜର ଏକ ବିଶେଷ ଅଧିବେଶନ, ଅନୁଷ୍ଠାନର ସ୍ଥାୟୀ ସଭାପତି ଡ. ଯୋଗେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟରେ ମଧୁବନ ସ୍ଥିତ ମୟୂରଭଞ୍ଜ କେମିଷ୍ଟ ଓ ଡ୍ରାଗିଷ୍ଟ ଭବନରେ ଅନୁଷ୍ଠିତ
Read More...

ବିଶ୍ୱ ରକ୍ତଦାତା ଦିବସରେ ସୋମନାଥ ଓ ଅମର ସମ୍ବର୍ଦ୍ଧିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ନିଜ ଓ ନିଜ ପରିବାର ସହିତ ସମାଜ ପାଇଁ ବଂଚୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ବାରିପଦା ତଥା ମୟୁରଭଞ୍ଜର ୨ ପରିଚିତ ଚେହେରା ସୋମନାଥ ସିଂହ ଓ ଅମର କୁମାର ସେଠି । ଦୀର୍ଘ ୩ ଦଶନ୍ଧିରୁ ଉଭୟେ କ୍ରିକେଟ ଖେଳାଳି ଥିଲେ । ଭଂଜପୁର ଅଂଚଳର ଦୁଇ ବନ୍ଧୁ କ୍ରିକେଟ
Read More...

ବିଶ୍ୱ ରକ୍ତଦାତା ଦିବସ ପାଳିତ : ରକ୍ତଦାତା ହେଲେ ସମ୍ବର୍ଦ୍ଧିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି । ରକ୍ତ ବର୍ଗୀକରଣର ଆବିଷ୍କାରକ ବୈଜ୍ଞାନିକ କାର୍ଲ
Read More...

ବାରିପଦା ପୌରପାଳିକାର ସାମଗ୍ରୀକ ଉପଲବ୍ଧି

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ପୌରପାଳିକାରେ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ୪୨୮ ଜଣ ହିତାଧିକାରୀ ତାଙ୍କର ଗୃହ ନିର୍ମାଣ କାର୍ଯ୍ୟସଂପୂର୍ଣ୍ଣ କରିସାରିଛନ୍ତି । ଏବଂ ଆଉ ୯୩ ଜଣ ହିତାଧିକାରୀ ତାଙ୍କର ଗୃହ ନିର୍ମାଣ କରିବା ପାଇଁ ସକାରଙ୍କ ତରଫରୁ
Read More...

ମୟୂରଭଞ୍ଜ ଜିଲ୍ଲାରେ ଓରମାସର ଉପଲବ୍ଧି

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ଜଶଲ୍ଲାରେ ଓରମାସ ତରଫରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଟି, ଚାଷୀ, କାରିଗର ଏବଂ ଦରିଦ୍ରରେଖା ତଳେ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନୀ, ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂସ୍ଥା ଏବଂ ଡୀ.ଡୀ.ୟୁ.ଜିକେ.ୟାଇ ମାଧ୍ୟମରେ
Read More...

ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ତା'ଙ୍କ କରକମଳରେ ବାରିପଦା ସହରରେ ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମନ୍ତୀ କହିଥିଲେ ଯେ ବାରିପଦା ସହରବାସୀଙ୍କ ପାଇଁ
Read More...