Browsing Tag

baripada news

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ

ମୋଟ ୧୪୩ଗୋଟି ଅଭିଯୋଗର ହେଲା ଶୁଣାଣି ବାରିପଦା, (ଦେବସ୍ମିତ ଚୌଧୁରୀ) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦାଠାରେ ଜିଲ୍ଲାପାଳ ହେମକାନ୍ତ ସୟ ଭା. ପ୍ର. ସେଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ
Read More...

ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗ ନେବେ ଶିବାନୀ ଓ ରଘୁବୀର

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ତକତପୁର ନିକଟସ୍ଥ ମହାରାଜପୁର ସ୍ଥିତ ଓ ଆର ଡି କେନ୍ଦ୍ରର ୨ଜଣ ଛାତ୍ରଛାତ୍ରୀ ଓଡିଶା ଯୋଗ ଏସୋସିଏସନ, କଟକ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସ୍ୱାମୀ ବିବେକାନନ୍ଦ ଯୋଗ
Read More...

ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଛଉ ପଡିଆଠାରେ ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ ହୋଇଯାଇଛି । ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିବା ସହ ବାରିପଦାକୁ ସ୍ୱଚ୍ଛ ଓ ସୁନ୍ଦର ସହର ରୂପେ ଗଢି ତୋଳିବା
Read More...

ଗ୍ରୀଷ୍ମକାଳୀନ ଶିଶୁ ନାଟ୍ୟ କର୍ମଶାଳା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) ବାରିପଦା ସ୍ଥାନୀୟ ତକତପୁର (ମହାରାଜପୁର) ସ୍ଥିତ ଓ ଆର ଡି କେନ୍ଦ୍ରରେ ଜାତୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀ ଆନୁକୂଲ୍ୟରେ ଏକ ମାସ ଧରି ଗ୍ରୀଷ୍ମକାଳୀନ ଶିଶୁ ନାଟ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓ ଆରଡି କେନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ର ପୁର
Read More...

୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବନଖଣ୍ଡ ଆନୁକୂଲ୍ୟରେ ୭୬ତମ ବନ ମହୋତ୍ସବ ପାଳନ ଅବସରରେ ବାରିପଦା ବନଖଣ୍ଡ କାର୍ଯାଳୟରୁ ସବୁଜ ରଥର ଶୁଭାରମ୍ଭ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶଙ୍କ ଦ୍ଵାରା କରାଯାଇଛି । ଏହି ରଥ ବାରିପଦା ବନଖଣ୍ଡ ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣର
Read More...

ଅନ୍ୟାୟ ବିରୁଦ୍ଧରେ ଦେଶବ୍ୟାପୀ ଭାରତ ବନ୍ଦ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦାଠାରେ ରାଷ୍ଟ୍ରୀୟ ନେତୃତ୍ୱ ୱାମନ ମେଶ୍ରାମ ସାହେବଙ୍କ ଆହ୍ୱାନ କ୍ରମେ ଧାରା ୧୯ (୧) ଅନ୍ତର୍ଗତ ପ୍ରଦତ୍ତ ଅଧିକାର ଅନୁଯାୟୀ ଭାରତୀୟ ଗଣତନ୍ତ୍ର, ସମ୍ବିଧାନ ଏବଂ ମୂଳନିବାସୀ ବହୁଜନ ସମାଜର ସମ୍ବିଧାନିକ ମୌଳିକ
Read More...

ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଇଉ.ଭି.କେ କେନ୍ଦ୍ରର ସମ୍ପାଦକ ଜନ୍ ଜର୍ଜ୍ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଫୋର୍ଡର
Read More...

ସେଙ୍ଗେଲ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ ସମାଜ ସୁଧାର ପାଇଁ ପାଞ୍ଚ ଦଫା ଦାବି

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ୱରେ ଐତିହାସିକ ୩୦ ଜୁନ୍ ସାନ୍ତାଳ୍ ହୁଲ୍ ଦିବସରେ ସମାଜ ସୁଧାର ସେଙ୍ଗେଲ
Read More...

ସାନ୍ତାଳ ବିଦ୍ରୋହ ସ୍କୃତିରେ ୩୦ ଜୁନକୁ ସରକାରୀ ଛୁଟି ଘୋଷଣା ପାଇଁ ମାରିସାର ଦାବୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ଆହ୍ୱାନ କ୍ରମେ ଗାଁ ଗାଁରେ ଚାଲିଛି ସାମାଜିକ ଓ ଧାର୍ମିକ ଲଢ଼େଇ । ଏହି ଆନ୍ଦୋଳନରେ ଲୋକମାନଙ୍କୁ ଜାଗ୍ରତ, ସଚେତନ ଓ ସଂଗଠିତ କରିବା ପାଇଁ ମୟୂରଭଞ୍ଜର ବିଭିନ୍ନ ଧର୍ମୀୟ ସ୍ଥାନ ମାନଙ୍କରେ ପୂଜାର୍ଚ୍ଚନା
Read More...

ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଗୋପାଳପୁରର ଛତ୍ରୀ ଗଣ ଦୁଷ୍କର୍ମ ଏବଂ ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ଆଜି ମୟୁରଭଞ୍ଜ ଜିଲ୍ଲାର ବିଜୁ
Read More...