Browsing Tag

bargarh news

ସଂକଳ୍ପ ପରିବାର ତରଫରୁ ବିଚାରାଧୀନ କଏଦୀଙ୍କ ଶବ ସତ୍କାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମର ଚାରି ଜଣ ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ବାଗଙ୍କ ମୃତ ଶରୀରକୁ ସଂକଳ୍ପ ପରିବାର ତରଫରୁ ବରଗଡ଼ ପିପିଲମୁଣ୍ଡା ସ୍ୱର୍ଗଦ୍ୱାରରେ ସସମ୍ମାନେ ସତ୍କାର କରାଯାଇଛି । ଶିବ ବାଗ ବିଚାରାଧୀନ କଏଦୀ ଭାବରେ ବରଗଡ଼
Read More...

କୃଷକ ତାଲିମ୍ ଶିବିର ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କପସିରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଷ ବିଭିଧିକରଣ ପ୍ରକଳ୍ପ ମାଧ୍ୟମରେ ମହାଶକ୍ତି ଫାଉଣ୍ଡେସନ୍ ଓ ଜିଲ୍ଲା କୃଷି ବିଭାଗ ତରଫରୁ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅମ୍ବାଭୋନ ବ୍ଲକର ବ୍ଲକ କୃଷି ଅଧିକାରୀ
Read More...

ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ଯୁବ ସମାଜସେବୀ ତଥା ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର

ବରଗଡ, (ନିରୋଜ କୁମାର ପାଣୀ) : ଆମ ପରିବେଶକୁ ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ବୃକ୍ଷରୋପଣକୁ ସର୍ବୋତ୍ତମ ଉପାୟ ଭାବରେ ବର୍ଣ୍ଣନା କରାଯାଇପାରେ । ଶ୍ରୀ ମହାପାତ୍ର ୧୯୯୭ ମସିହାରେ ଓଡ଼ିଶାର ବରଗଡ ଜିଲ୍ଲାର ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମରେ ଜନ୍ମଗ୍ରହଣ
Read More...

ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୁନାମଧନ୍ୟ ଡାକ୍ତର ତଥା ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ଆଜୀବନ ସଦସ୍ୟ ଡାକ୍ତର ଦୀନବନ୍ଧୁ ସାହୁଙ୍କ ପରଲୋକ ହୋଇଥିବା ଜଣାପଡିଛି । ଗତକାଲି ତାଙ୍କ ହଲଦୀପାଲି ବାସଭବନରେ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ
Read More...

ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଙ୍ଘ ତରଫରୁ ରେଳ ଷ୍ଟେସନରେ ଶ୍ରଦ୍ଧାଞ୍ଜଳି ସଭା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଙ୍ଘ ତରଫରୁ ବରଗଡ ରୋଡ଼ ରେଲ ଷ୍ଟେସନଠାରେ ଉପ ସଭାପତି ସରଦାର ପ୍ରୀତମ ସିଂହଙ୍କ ସଭାପତିତ୍ୱରେ ବାଲେଶ୍ୱରଠାରେ ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ୨୮୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ତାଙ୍କ ପବିତ୍ର ଆତ୍ମାଙ୍କୁ କେଣ୍ଡଲ
Read More...

ପୁଣି ଏକ ରେଳ ଦୁର୍ଘଟଣା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଚୂନପଥର ବୋଝେଇ ଆସୁଥିବା ମାଲବାହୀ ଟ୍ରେନ ଭଟଲି ସମ୍ବରଦର୍ହା ନିକଟରେ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ଉକ୍ତ ମାଲବାହୀ ଗାଡିଟି ଡୁଙ୍ଗୁରି ଚୁଁନପଥର ଖଣିରୁ ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଆସୁଥିଲା ।
Read More...

ଟେଣ୍ଟ ହାଉସ ଗୋଦାମ ଘରେ ଅଗ୍ନିକାଣ୍ଡ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ରାସ୍ତାରେ ପଧାନ ଟିକିରାଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗୋଟେ ଟେଣ୍ଟ ହାଉସ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ କେମିତି ଏ ଅଗ୍ନିକାଣ୍ଡ ଘଟିଛି ତାର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ ବରଗଡ଼ ଟାଉନ
Read More...

ବିଜୁ ଜନତା ଦଳରେ ଯୋଗଦେଲେ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା

ବରଗଡ଼, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ଓ ବିଜୁ ଜନତା ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜୁ ଜନତା ଦଳର ରାଜ୍ୟ
Read More...

କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଛି ସଂକଳ୍ପ ପରିବାର । ସୂଚନାଯୋଗ୍ୟ ଯେ, ବରଗଡ଼ ୱାର୍ଡ଼ ନମ୍ବର ୧, ଟାଙ୍ଗରପଡାର ୧୯ ବର୍ଷର ଛାତ୍ରୀ କମଳିନୀ ସେଠଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଅର୍ଥ ଅଭାବରୁ କମଳିନୀଙ୍କ
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବରଗଡ଼ ବିକାଶ ହସ୍ପିଟାଲ ନିକଟରେ ଗତ ୨୪ ତାରିଖରେ ଏକ ଅଚିହ୍ନା ଶବ ରାସ୍ତାକଡରେ ପଡି ରହିଥିବା ଅବସ୍ଥାରେ ଗ୍ରାମାଞ୍ଚଳ ପୋଲିସ ଠାବ କରିଥିଲା । ମୃତ ବ୍ୟକ୍ତି ଜଣକଙ୍କ ବୟସ ୩୦ରୁ ୪୦ ବର୍ଷ ହେଉଥିବ ବୋଲି ଅନୁମାନ
Read More...