ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଅଟୋ : ୫ ଆହତ
ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ଦିନ ବରଗଡ ଆମ୍ବପାଲି ଛକରେ ଏକ ପେସେଞ୍ଜର ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଆହତ ମାନଙ୍କୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚିକିତ୍ସାଲୟଙ୍କୁ ନିଆଯାଇଥିଲା । ସୂଚନା ମୁତାବକ ବରଗଡ଼!-->…
Read More...
Read More...