ବରଗଡ – ନୂଆପଡ଼ା ରେଲୱେ ଲାଇନ କାମ ତ୍ଵରାନ୍ୱିତ କରିବା ପାଇଁ ରେଳମନ୍ତ୍ରୀଙ୍କ ଠାରେ ଦାବୀ
ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୂଆଦିଲ୍ଲୀ ସ୍ଥିତ ରେଲୱେ ଭବନରେ ରେଳମନ୍ତ୍ରୀ ଅଶ୍ମିନୀ ବୈଷ୍ଣବଙ୍କୁ ସକ୍ଷାତ କରି ବରଗଡ଼ ନୂଆପଡ଼ା ରେଲୱେ ଲାଇନ ତ୍ଵରାନ୍ନିତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ଅଧିକାରୀ ମାନଙ୍କୁ ଡ଼ାକି ତୁରନ୍ତ!-->…
Read More...
Read More...