Browsing Tag

bargarh news

ଶବ ସତ୍କାର କଲା ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ ତରଫରୁ ଆଜି ଏକ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ଖଣ୍ଡହତା ବାସିନ୍ଦା ସମାରୁ ବରିହା (୭୫) । ତାଙ୍କର ପତ୍ନୀକୁ ଛାଡ଼ି ଚାଲିଗଲେ । ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ କାଠ ଯୋଗାଡ଼ କରି ଖଣ୍ଡହତା ସ୍ଥିତ ଶ୍ମଶାନ ଘାଟରେ ସଂଘର
Read More...

ଆରବିଏସ୍‌କେ ଶିବିର : କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଦୁଇ ଦିନିଆ ଶିବିର ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଶିଶୁ
Read More...

ଯୁବ କଂଗ୍ରେସ ପକ୍ଷରୁ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସର ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱ ରେ କେନ୍ଦ୍ରର ମୋଦୀ ସରକାର ଏବଂ ଓଡିଶାର ନବୀନ ସରକାରର ସମୟରେ ରନ୍ଧନ ଗ୍ୟାସ,
Read More...

ଅସହାୟ ଶିଶୁକୁ ଅସ୍ତ୍ରୋପଚାର କରାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅମ୍ବାପାଲି ଗ୍ରାମର ଲିପୁନ ବାଗ୍ (୧୨) ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗି ହାତରେ ରଡ୍‌ ଲାଗିଥିଲା । ଏହି ପରିବାରର ଆର୍ଥିକ ଅବ‌ସ୍ଥା ଅତି ଖରାପ ଥିବାରୁ ଅସ୍ତ୍ରୋପଚାର କରିବା ପାଇଁ ସମ୍ଭବ ହୋଇ
Read More...

୧୮ କିଲୋ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ବ୍ରହ୍ମପୁର : ୧୮ କିଲୋ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ବହୁଳ ପରିମାଣ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ
Read More...

ଶିକ୍ଷକଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ସ୍ଥିତ ତିଲେଇମାଳ ସ୍କୁଲ୍‌ର ବ୍ଲକ୍‌ଗ୍ରାଣ୍ଡ୍‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିବା ସୂଚନା ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା
Read More...

ବରଗଡ଼ରେ ମଦ ବିକ୍ରି ବିରୋଧରେ ଧାରଣା ଦେଲେ ମହିଳା

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିନକୁ ଦିନ ବରଗଡ଼ ସହରରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଏବେ ମଦ ଓ କୋରେକ୍ସ ବିକ୍ରି ବିରୋଧରେ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି । ମଙ୍ଗଳବାର ବରଗଡ଼ ସହରର ନିଲିବନ୍ଦପଡା, କୁମ୍ଭାରପଡା, ଭୟନାପଡାର ମହିଳାମାନେ ଏକ ରାଲିରେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ
Read More...

ନୂଆ ୟୂଟ୍ୟୁବ ଚେନାଲ ‘ଜନକ ସେଠ୍ ଅଫିସିଆଲ୍’

ବରଗଡ଼ : ନୂଆ ୟୂଟ୍ୟୁବ ଚେନାଲ 'ଜନକ ସେଠ୍ ଅଫିସିଆଲ୍' ଆର୍.ଆର୍ ଷ୍ଟୁଡିଓ ବରଗଡ ପରିସରରେ ଲଞ୍ଚ୍‌ ହୋଇଯାଇଛି । ଏହି ଚେନାଲ୍‌କୁ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍, ସଂଗୀତ ନିର୍ଦ୍ଦେଶକ ଶୈଲେଶ - କମଲେଶ୍, ଗୀତିକାର ଦିଲିପ୍ ସିଂ, ଜନକ ସେଠ୍ ଏବଂ ବଂଶୀ ବାଦକ ସୁରେନ୍ ପାଣିଗ୍ରାହୀ ଉନ୍ମୋଚନ
Read More...

ଧନୁଯାତ୍ରା ମହୋତ୍ସବର କଳାକାରମାନଙ୍କୁ ଆର୍ଥିକ ସହାୟତା ଦାବୀ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ଵ ବିଖ୍ୟାତ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବାତିଲ ହେବା ପରେ ମସୋତ୍ସବର କଳାକାରମାନେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ଏହି କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର

ବରଗଡ, (ସତ୍ୟନାରାୟଣ ପଧାନ) : ନିଷ୍ଠା ପରିବାର ଦ୍ୱାରା ଜଣେ ଅସହାୟ ବୃଦ୍ଧା ସୋହେଲା, ବରଗଡରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥିଲା । ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାରର ଦୀର୍ଘ କୋଡିଏ ଦିନର ସେବା ଓ ଡାକ୍ତରଙ୍କ ଚିକିତ୍ସା
Read More...