Browsing Tag

bargarh news

ବାରିକ ସମାଜର ବାର୍ଷିକୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବାରିକ ସମାଜର ବାର୍ଷିକୋତ୍ସବ ଓ ବନ୍ଧୁମିଳନ ଆଜି ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ବାରିକ୍ ସମାଜର ସେବା ଉପରେ ଆଲୋକପାତ କରିଥିଲେ । ସେହିପରି
Read More...

ଅମ୍ବାଭୋନା ଅଞ୍ଚଳରେ କୁଆପଥର ବର୍ଷା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଆଜି ସନ୍ଧ୍ୟାରେ ପବନ ବହିବା ସଂଗକୁ କୁଆ ପଥର ବର୍ଷା ହୋଇଥିଲା । ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଜିଲ୍ଲାର ଏହି ଅଞ୍ଚଳ ବଣ ଜଙ୍ଗଲ ଘେରା ହୋଇଥିବା ବେଳେ ଗତ କିଛି ଦିନ ହେବ ପ୍ରବଳ
Read More...

ଇମ୍ପରିୟଲ କଲେଜରେ ନୈତିକତା ଏବଂ ନୈତିକ ମୂଲ୍ୟ ଉପରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜରେ ନୈତିକତା ଏବଂ ନୈତିକ ମୂଲ୍ୟ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜର ଚେୟାରମେନ ଦିପକ ଗୋୟଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏ ଅବସରରେ ସ୍ୱାମୀ ବିଜ୍ଞାନ ଚୈତନ୍ୟ ମୁଖ୍ୟଅତିଥି ଭାବେ
Read More...

ପଞ୍ଚମ ଲହଣ୍ଡା ପ୍ରିମୀୟର ଲିଗ୍ କ୍ରିକେଟ ଉଦ୍‌ଯାପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଲହଣ୍ଡାଠାରେ ଚାଲିଥିବା ପଞ୍ଚମ ଲହଣ୍ଡା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ତେଜସ୍ରି ଫାଇଟର ରାଇଜିଂଷ୍ଟାରକୁ ହରାଇ ବିଜୟୀ ହୋଇଥିଲା । ଏଥିରେ ଏସ୍‌ଏସ୍‌ ଟେଲିକମ୍‌ର
Read More...

ଟାଟା କମ୍ପାନୀର ଶୋଷଣ ବିରୋଧରେ ଆପ୍‌ର ଗର୍ଜନ

ବରଗଡ଼ (ସତ୍ୟନାରାୟଣ ପ୍ରଧାନ) : ଟାଟା କମ୍ପାନୀର ଶୋଷଣ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ । ୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ପରିବାରଙ୍କୁ ବିନାମୂଲ୍ୟରେ ବିଦ୍ୟୁତ ଯୋଗାଇବାକୁ ଆପ୍ ଦାବୀ କରିଛି । ସେହିପରି ଏରିଅର ଅସୁଲିକୁ ବିରୋଧ କରିବା ସହ
Read More...

ସଂକଳ୍ପ ପରିବାରର ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଓଡ଼ିଶାରେ ବଢୁଥିବା ଶୀତକୁ ଦୃଷ୍ଟିରେ ରଖି ବରଗଡ଼ "ସଂକଳ୍ପ ପରିବାର" ତରଫରୁ ବରଗଡ଼ ଥାନା ଛକ ଠାରେ ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ଼ ଟାଉନ ଥାନା ଅଧିକାରୀ
Read More...

ବରଗଡ଼ରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଦାବୀ କଲା ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସହରରେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଜିଲ୍ଲା ପ୍ରଶାସନକୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦେଖିବାକୁ ମିଳୁଛି ସହରରେ ଖୁଚୁରା ମୁଦ୍ରା ୧, ୨ ଓ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ହ୍ରାସ ପାଇଛି । ଦୋକାନୀ, ବ୍ୟବସାୟୀ ଓ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନିଃସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ବରଗଡ ସହରର ଭଟଲି ଛକ, ବାନ୍ଦୁ ଟିକ୍ରା ଛକ, ଗୌରପଡା ଛକ, ଥାନା ଛକ, ରେଲୱେ ଷ୍ଟେସନ ପଡା, ଡାକ୍ତର ଖାନା ଛକ, ପ୍ରାଇଭେଟ ବସଷ୍ଟାଣ୍ଡ, ଗମେଣ୍ଟ ବସ ଷ୍ଟାଣ୍ଡ ଆଦି ଛକ ମାନଙ୍କରେ ଅସହାୟ, ଦଳିତ ଓ
Read More...

ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ସଂକଳ୍ପ ପରିବାର ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ଶନିବାର ଓ ରବିବାର ତା ୨୫/୧୨/୨୦୨୧ ଓ ୨୬/୧୨/୨୦୨୧ ଦୁଇଦିନ ଧରି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡ଼ ଥାନା ଛକଠାରେ ଆୟୋଜନ କରାଯିବ । ଏହି
Read More...

ବୀରତା ଦିବସ ପାଳନ ସକାଶେ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରିଷ୍ଟ ନାଗରିକ ସଂଘ, ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ତଥା କୋଶଳ ରାଜ୍ୟ ସମନ୍ୱୟ ସମିତିର ମିଳିତ ସହଯୋଗରେ ଆସନ୍ତା ୩୧ ଡିସେମ୍ବର "ବୀରତା ଦିବସ" ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ବରଗଡ଼ ବରିଷ୍ଠ ନାଗରିକ ସଂଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।
Read More...