Browsing Tag

bargarh news

ବରଗଡ଼ ମୁଖ୍ୟ କେନାଲରେ ବୁଡି ବୃଦ୍ଧା ମୃତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମୁଖ୍ୟ କେନାଲରେ ବୁଡି ଜଣେ ମହିଳାଙ୍କ ମୃତ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ଭଟଲି ବ୍ଲକ ନୁନିଆଁ ଜାମପାଲି ଗ୍ରାମର ଛାୟା ମହାନନ୍ଦ (୬୨) । ସେ ଗତ ୯ ତାରିଖ ସକାଳୁ( ରବିବାର ଦିନ) ନିଜ ଝିଅ ଘର କାଇଁଶିର ଗ୍ରାମକୁ ଯିବା ପାଇଁ ଘରୁ
Read More...

ସାମ୍ବାଦିକ ବିଜୟ କୁମାର ସାହୁ ଓୟୁଜେର ରାଜ୍ୟ ସଂଗଠନ ସମ୍ପାଦକ ଓ ଜୟସିଂହ ଭୋଇ କାର୍ଯ୍ୟକାରୀ ସଦସ୍ୟ ଭାବରେ ନିର୍ବାଚିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେର ରାଜ୍ୟ ସଗଠନ ସମ୍ପାଦକ ଭାବରେ ବରଗଡ଼ର ସାମ୍ବାଦିକ ବିଜୟ କୁମାର ସାହୁ ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ ସାମ୍ବାଦିକ ଜୟସିଂହ ଭୋଇ ନିର୍ବାଚିତ ହୋଇଛନ୍ତି । ୨୦୨୧-୨୩ ବର୍ଷ ପାଇଁ ଭୁବନେଶ୍ୱର ଓୟୁଜେ ଭବନଠାରେ ଅନୁଷ୍ଠିତ
Read More...

ଜନ୍ମଦିନରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାଏକଙ୍କ ଜନ୍ମଦିନ ଅବସରରେ ଆଜି ଲଖନପୁର ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଆୟୋଜିତ ଉକ୍ତ
Read More...

ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତା : ସମ୍ବଲପୁର ଜେସିସିକୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ହାଇସ୍କୁଲ ପଡିଆରେ ଚାଲିଥିବା ଆନ୍ତଃ ରାଜ୍ୟ ଷଷ୍ଠ ବଳରାମ ଦେଓ କ୍ରିକେଟ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ସମ୍ବଲପୁର ଜେସିସିକୁ ହରାଇ ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ଚାମ୍ପିଅନ
Read More...

ସଡକ ଦୁର୍ଘଟଣା : ୧ ମୃତ ଓ ୨ ଗୁରୁତର

ବରଗଡ, (ନିରୋଜ କୁମାର ପାଣୀ) : ଲାଉମୁଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୂସାରେ ମୃତ ବ୍ୟକ୍ତି ଜଣକ ହେଲେ ବରିଷ୍ଠ ବିଜେଡି ନେତା ନାରାୟଣ ସାହୁଙ୍କ ପୁତୁରା ଯୁଧିଷ୍ଠିର ସାହୁ(୩୫) ଓ ତାଙ୍କର ପୁଅ ସଂଜୀବ ସାହୁ ଗୁରୁତର ଆହତ
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ସହାୟକ କମାଣ୍ଡେଣ୍ଟ ଶ୍ରୀମତୀ ନୀନା ଶର୍ମାଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳର ସିଆରପିଏଫ୍‌ ୧୮୯ ବାହିନୀ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରାଯାଇଛି । ନୃସିଂହନାଥ କ୍ରିକେଟ୍‌ କ୍ଲବ୍‌ ଦ୍ୱାରା ଅନୁଷ୍ଠିତ ୫ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ସମୁଦାୟ
Read More...

ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗରଠାରେ ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମହେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ସିମେଣ୍ଟ କାରଖାନାର ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ, ମହାପ୍ରବନ୍ଧକ
Read More...

ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂକଳ୍ପ ପରିବାର ପକ୍ଷରୁ ବିଗତ ଦିନ ମାନଙ୍କରେ ସମାଜସେବା କ୍ଷେତ୍ରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ
Read More...

ଜିଲ୍ଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆଜି ନେହେରୁ ଯୁବ କେନ୍ଦ୍ର, ବରଗଡ଼ ଦ୍ୱାରା ଜିଲ୍ଲା ଯୁବ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉଦ୍‌ଘାଟନ କରିଥିଲେ ।
Read More...

ମନୋରଞ୍ଜନ ସାହୁଙ୍କ ବର୍ଣ୍ଣ ବିଚାର ପୁସ୍ତକ ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ତଥା ବିଭାଗର ଛାତ୍ର ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥିତରେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଦ୍ଵାରା ରଚିତ ବର୍ଣ୍ଣ ବିଚାର ପୁସ୍ତକର ଦ୍ଵିତୀୟ ସପ୍ସସ୍କରଣ ଲୋକାର୍ପିତ
Read More...