Browsing Tag

banaigarh news

ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଲା ବଲେରୋ : ଦୋକାନୀ ଆହତ

ବଣାଇଗଡ଼: ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗାଁ ଛକରେ ଏକ ଦୋକାନ ଭିତରକୁ ବଲେରୋ ପଶିଯିବାରୁ ଦୋକାନୀ ଆହତ ହୋଇଛନ୍ତି । ଦୋକାନରେ ଥିବା ଅନ୍ୟ ଗ୍ରାହକମାନେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ନରେନ୍ଦ୍ରରୁ ବଣାଇ ଅଭିମୁଖେ ଦ୍ରୁତଗତିରେ ଆସୁଥିବା
Read More...

ବଣାଇଗଡ଼ ମହାବିଦ୍ୟାଳୟରେ ୫୧ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ବଣାଇଗଡ଼, (ହବିବ ମହମ୍ମଦ ଖାନ୍‌) : ବଣାଇଗଡ଼ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ୫୧ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ କ୍ରୀଡା ଦୀପ ପ୍ରଜ୍ୱଳନ କରି ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ବଣାଇ ଆରାଧ୍ୟ ବାଣେଶ୍ୱର ମନ୍ଦିରରୁ ଏକ କ୍ରୀଡା
Read More...

ସୁନ୍ଦରଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଣାଇଗଡ଼, (ହବିବ ମହମ୍ମଦ ଖାଁ) : ଆଜି ବଣାଇ ସାମ୍ବାଦିକ ଭବନରେ ସୁନ୍ଦରଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅହୁତ ହୋଇଥିଲା । ସାମ୍ବାଦିକଙ୍କ ବିଭିନ୍ନ ଅସୁବିଧା ସାମାଜିକ ସୁରକ୍ଷା ଏବଂ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ସଭାପତି ପ୍ରଦୀପ
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

ବଣାଇଗଡ଼ , (ହବିବ ମହମ୍ମଦ) : ବଣାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଶୃଙ୍ଖଳତାର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ବଣାଇ ଗୋଷ୍ଠୀ ଶିକ୍ଷାଧିକାରୀ ସୁନୀଲ କୁମାର ମୁଣ୍ଡୁ ଯୋଗଦେଇ ଏହି ମହୋତ୍ସବର
Read More...

ଦନ୍ତାହାତୀର ଉପଦ୍ରବ

ବଣାଇଗଡ଼, (ହବିବ ମହମ୍ମଦ) : ବଣାଇ ରାଉରକେଲା ଜାତୀୟ ରାଜପଥ ୧୪୩ ବାବୁନୁଆଗାଁ ଛକ ପାଖ ରାସ୍ତାକୁ ଦନ୍ତା ହାତୀ ଆଜି ଦିନ ସାରା ଅବରୋଧ କରି ରଖିଛନ୍ତି । ସ୍ଥାନୀୟ ଚାଷୀଙ୍କ ଦରଫୁଟା ଧାନ ଖାଇ ଚାଷୀଙ୍କୁ ସର୍ବସ୍ୱାନ୍ତ କରି ଶତାଧିକ ଗାଡି ରାସ୍ତା ମଝିରେ ଦିନ ସାରା ଅଟକାଇ ରଖିଛନ୍ତି ।
Read More...

ବଣାଇଗଡ଼ କଂଗ୍ରେସ କମିଟିର ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବଣାଇଗଡ଼, (ହବିବ ମହମ୍ମଦ) : ଆଜି ଆଇଟିଡିଏ ମିଟିଙ୍ଗ ହଲରେ ବଣାଇଗଡ଼ କଂଗ୍ରେସ କମିଟିର ଏକ ସମ୍ବର୍ଦ୍ଧନା ସଭା ଏବଂ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଣାଇ ବ୍ଲକ କଂଗ୍ରେସର ଶତାଧିକ କର୍ମୀ ନୂତନ ଭାବେ ମନୋନୀତ ଜିଲ୍ଲା ସଭାପତି ଜନାର୍ଦନ ଦେହୁରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ
Read More...

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବଣାଇଁଗଡ, (ନାରାୟଣ ଚନ୍ଦ୍ର ବେହେରା) : ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବଣାଇଁ ପାଳନ କମିଟିର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...