Browsing Tag

baliguda news

ଦୁଇଦିନ ହେଲା ଯୁବକଙ୍କ ପତ୍ତା ମିଳୁନି : ଥାନାରେ ଏତଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନୁଆସାହିର ଜୈନକ ଯୁବକ ଦୁଇଦିନ ହେଲା ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଯୁବକଙ୍କ ନାମ ପରମେଶ୍ୱର ଧାରୁଆ(୩୫)ଓରଫ ମିଟୁ । ସୂଚନା ପ୍ରକାରେ ବୁଧବାର ଅପରାହ୍ନରେ
Read More...

ବାଲିଗୁଡାର କୁଡୁପାକିଆରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଲ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡପାକିଆ ଠାରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଥିବା ଖେଳାଳୀ ମାନଙ୍କର ଲୁକ୍କାୟିତ ଯୁବ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ
Read More...

ବାଲିଗୁଡା ଗଞ୍ଜେଇ ସହ କାର ଜବତ : ୩ ଜଣ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ଏସଆଇ ଆର. ମୁଣ୍ଡାରୀଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ୪୦କିଲୋ ୭୦୦ଗ୍ରାମ ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାରନଂ. ଓନି-୦୨ଆର୍‌-୯୩୯୭କୁ ଜବତ କରି ତିନି ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ
Read More...

ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପାହାଡି ତରଙ୍ଗର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ଓ ପାରମ୍ପାରିକ ଅନୁଷ୍ଠାନ ପାହାଡି ତରଙ୍ଗ ତାର ଶୁଭାରମ୍ଭ ୨୫ ତଳେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି କିଛି ସ୍ଥାନୀୟ କଳାକାରମାନଙ୍କୁ ନେଇ ଆରମ୍ଭ ହୋଇଥିଲା । ଏବେ ତାର ରୌପ୍ୟ
Read More...

ବେଲଘର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଲିସ ଓ ମାଓବାଦୀ ପୁଣି ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଜଙ୍ଗଲ ନିକଟ ଉଷାବାଲି, ଗୁଦଗୁଦା ଓ ଗୁଚୁକା ଜଙ୍ଗଲରେ ମଧ୍ୟାହ୍ନ ସମୟରେ ଗୁଳି ବିନିମୟ ଶବ୍ଦ ଶୁଣିବାକୁ
Read More...