Browsing Tag

baliguda news

ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍

ବାଲିଗୁଡ଼ା, (ସୁରେ‌ନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ବାଲିଗୁଡ଼ାରେ ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଥିବା ଜଣାପଡିଛି । ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଥିବା ବେଳେ ମା' ଦକ୍ଷୀଣ କାଳୀ ମନ୍ଦିରରୁ ମା'ଙ୍କ ଅଳଙ୍କାର ମଧ୍ୟ ଲୁଟିନେଇ ଫେରାର୍‌
Read More...

ସ୍କୁଲ୍ ବନ୍ଦକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ : ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ । ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନଥିବା
Read More...

କୁଟିଆ ଆଦିବାସୀଙ୍କ ରାସନ ହଡ଼ପର ସ୍ୱତନ୍ତ୍ର ଅଡିଟ୍ ଆରମ୍ଭ : ନ୍ୟାୟ ଅପେକ୍ଷାରେ ଆଦିବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ତଥା କୁଟିଆ ଆଦିବାସୀଙ୍କ ପାଇଁ ଆସିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାବଦ ରାସନ ମହାଦୁର୍ନୀତି ମାମଲାରେ ବିଳମ୍ବ ହେଲେ ବି ସ୍ଵତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛନ୍ତି
Read More...

ପାହାଡି ତରଙ୍ଗର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ସର୍ବ ପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ପାହାଡି ତରଙ୍ଗର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଏଗ୍ରୋବେଦିକର ସଭା ଗୃହ ପରିସରରେ ସର୍ବସମତିକ୍ରମେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ
Read More...

କଳିଙ୍ଗାଘାଟିରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା : ଡ୍ରାଇଭର ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କୋଇଡା ବଡବିଲରୁ ଲୁହାପଥର ବୋଝେଇ ଟ୍ରକ ଗୋପାଳପୁର ପୋର୍ଟକୁ ଯାଉଥିବା ବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଆଜି ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି । ବିବରଣୀରୁ ପ୍ରକାଶ ଯେ, ଝାଡଖଣ୍ଡ ଅଞ୍ଚଳର ଡ୍ରାଇଭର
Read More...

ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଦାବୀ କରି ବାଲିଗୁଡାରୁ ପୁନଃ କଳାପତାକା ଅଭିଯାନ ଆରମ୍ଭ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଆ ଭାଷାକୁ ସରକାରୀ ଭାବେ ପ୍ରଚଳନ କରିବା ପାଇଁ ବିଶ୍ୱ ମାତୃଭାଷା ଦିବସରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ଆରମ୍ଭ ହୋଇଛି ଭାଷା ଆନ୍ଦୋଳନ । କନ୍ଧମାଳ ଭାଷା ଆନ୍ଦୋଳନର ଆବାହକ ଅଶୋକ ପରିଡାଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ଛକରେ ଥିବା
Read More...

ପେତାର ଘାଟିରେ ବସ ଓଲଟି ୭ ଜଣ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଧୀନସ୍ତ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ
Read More...

ଗଛରେ ବାଇକ ପିଟି ହୋଇ : ଦୁଇ ମୃତ, ଜଣେ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଣା ବାଟାଗୁଡାରେ ଏକ ବାଇକ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ବାଇକରେ ବସିଥିବା ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ଓ ମୃତକ ଦୁଇ ଜଣ ହେଲେ ତୁମୁଡିବନ୍ଧ ଥାନା
Read More...

ବାଲିଗୁଡା ଠାରେ ତୃତୀୟ ପର୍ୟ୍ୟାୟ କୋଭିଡ ଟୀକାକରଣ

ବାଲିଗୁଡା, (ସୁରେ‌ନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ୟ୍ୟାଳୟ ଠାରେ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କୋଭିଡ ଟୀକା କରଣ କାର୍ୟ୍ୟକ୍ରମ । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ
Read More...

ଅବ୍ୟବସ୍ଥା ଘେରରେ ବାଲିଗୁଡାର ଶ୍ମଶାନ : ବାଇକ ଆଲୁଅରେ ଶବଦାହ କରାଯାଉଛି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଥିବା ଶ୍ମଶାନ ଅବ୍ୟବସ୍ଥା ମଧ୍ୟରେ ରହିଛି । ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହିର ୱାର୍ଡ ନମ୍ବର ୫ ଓ ୬ରେ ବସବାସ କରୁଥିବା ଲୋକେ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧ ହେବ ଜରାଶ୍ରମ ନିକଟରେ ଥିବା ଶ୍ମଶାନ
Read More...