ବଲାଙ୍ଗିର ଜିଲ୍ଲାକୁ ମିଳିଲା ବଡ଼ ସଫଳତା : ପାୱାର ଲିଫ୍ଟିଙ୍ଗ୍ରେ ମିଳିଛି ମୋଟ୍ ୧୬ଟି ପଦକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାକୁ ମିଳିଲା ବଡ଼ ସଫଳତା । ରାୟପୁର ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପାୱାର ଲିଫ୍ଟିଙ୍ଗ୍ ପ୍ରତିଯୋଗତାରେ ବଲାଙ୍ଗିର ଜିଲ୍ଲାକୁ ମିଳିଛି ମୋଟ୍ ୧୬ଟି ପଦକ । ଜିଲ୍ଲାରୁ ପାୱାର ଲିଫ୍ଟିଙ୍ଗ୍ ଖେଳିବା ପାଇଁ ଯାଇଥିବା ଖେଳାଳୀ ମାନେ ୧୧ଟି!-->…
Read More...
Read More...