Browsing Tag

balangir news

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ନୂତନ ଛାତ୍ର ସଂଘ ଶପଥ ନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୨୦୨୫ ଛାତ୍ର ସଂଘର ଶପଥ ଗ୍ରହଣ ସମାରୋହ 'ପ୍ରତିଜ୍ଞା' ଶୁକ୍ରବାରର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସ୍ୱୟଂପ୍ରଭା ପ୍ରଧାନ,
Read More...

ବଲାଙ୍ଗିର ଲୋକ ଉତ୍ସବ ପାଇଁ ଜିଲ୍ଲାପାଳଙ୍କ ପ୍ରେସ୍‌ମିଟ୍‌

ବଲାଙ୍ଗିିର, (କେପିଏନ୍‌ଏସ୍‌) : ୨୨ତମ ବଲାଙ୍ଗିର ଲୋକଉତ୍ସବ ୨୦ ଜାନୁୟାରୀ ୨୦୨୫ରୁ ୨୩ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ କୋଶଳ କଳାମଣ୍ଡଳ ପଡିଆରେ ଆୟୋଜନ ହେବାକୁ ଯାଉଛି । ଏହି ବଲାଙ୍ଗିର ଲୋକ ଉତ୍ସବରେ ୨୦ ଜାନୁୟାରୀ ୨୦୨୫ ପୂର୍ବାହ୍ନ ୯ ଘଟିକା ସମୟରେ ମଞ୍ଚପୂଜା, ପତାକା ଉତ୍ତୋଳନ ଓ
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା-୧୬ ଓ ୧୭ ଦୁଇଦିନ ଧରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦୁର୍ଗାପାଲି ସରପଞ୍ଚ ଶ୍ରୀମତୀ ଜନନୀ
Read More...

ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କଲା ବଲାଙ୍ଗିର ସାଇବର ଥାନା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସାଇବର ଥାନା ପୋଲିସö ବେକାର ଯୁବକଙ୍କୁ ଜାତୀୟ ଗୁଇନ୍ଦା ବ୍ୟୁରୋ ତଥା ଏନ୍‌ଆଇବିରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଆଜି ବଲାଙ୍ଗିର ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା ।
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟର ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଗାଇସିଲାଟ : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗାଇସିଲାଟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଜ୍ୟୋତି ପ୍ରକାଶ ଭୋଇ
Read More...

ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ନେସ୍‌ କ୍ଲବକୁ ପୂରିଲା ୩ ବର୍ଷ

ବଲାଙ୍ଗିର : ମିଶନ୍ ଫିଟ୍ ବଲାଙ୍ଗିରର ସ୍ଵପ୍ନ ନେଇ ଆରମ୍ଭ ହୋଇଥିବା ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ନେସ୍‌ କ୍ଲବକୁ ପୂରିଲା ୩ ବର୍ଷ । ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ଫିଟ୍‌ନେସ୍‌ କ୍ଲବ ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ନେସ୍‌ କ୍ଲବ ଏବେ ୩ ବର୍ଷରେ ପାଦ ଦେଇଛି । ଏହି ଅତ୍ୟାଧୁନିକ ଜିମ୍‌
Read More...

ବଲାଙ୍ଗିର ଜିଲ୍ଲା ନାଗରିକ କମିଟି ସଦସ୍ୟଙ୍କ ମାଲପଡା ୟୁ.ପି. ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ଶିକ୍ଷା କମିଟି ସଦସ୍ୟଗଣ ସାଧାରଣ ସଂପାଦକ ମଧୁସୁଦନ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ମାଲପଡା ୟୁ.ପି. ସ୍କୁଲ ପରିଦର୍ଶନ କରିଥିଲେ । ସବ୍‌ କମିଟି ମୁଖ୍ୟ ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ପ୍ରଶନ୍ନ କୁମାର ମିଶ୍ର,
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୧୫ତମ ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୧୫ତମ ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତି ଅନୁସାରେ ସକାଳ ୭ଟା ସମୟରେ କୋଶଳ କଳା ମଣ୍ଡଳ ପରିସରରୁ ଏକ
Read More...

ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବକୁ ଆଣିବା ପାଇଁ ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କଲେ ପୌରଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ । ସପ୍ତାହେ ମଧ୍ୟରେ ବଲାଙ୍ଗିର ସହରରୁ ଦାଦନ ଖଟିବା ପାଇଁ ଯାଇଥିବା ତିନି ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତ ୧୧ ତାରିଖ ଦିନ ଚେନ୍ନାଇ ଠାରେ ବଲାଙ୍ଗିର ହାତୀଶାଲପଡ଼ାରୁ ଦାଦାନ ଖଟି ଯାଇଥିବା ଦୁଇ ଜଣଙ୍କ ମୃତ୍ୟୁ
Read More...

ସି.ଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍‌ ୨୦୨୫ହ ଦ୍ୱିତୀୟ ଦିବସ

ସାଉନ୍ତପୁର ଏଫ୍‌ସି ଓ ଜରାସିଂହା ଏଫ୍‌ସି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍‌ ଚମ୍ପିୟାନସିପ୍‌ ୨୦୨୫ ଦ୍ୱିତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ
Read More...