ମାରୱାଡି ସେବାସଦନରେ ଜାତୀୟ ପତାକା ଉତ୍ତୋଳନ କଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟି ପାଇଁ ଗଣତନ୍ତ୍ର ଶାସନ ନ୍ରୂଆ ନୁହେଁ । ଏହି ଅଂଚଳରେ ୯୦୦ ବର୍ଷ ପୂର୍ବେ ଗଣତନ୍ତ୍ର ଶାସନ ଥିଲା । ଆମ ଲୋକେ ନିଜେ ନିଜର ଶାସକ ଚୟନ କରୁଥିଲେ । ଶାସନ କରୁଥିବା ଲୋକେ ଭୁଲ ରାସ୍ତାରେ ଶାସନ କଲେ ତାଙ୍କୁ ଭୋଟ ମାଧ୍ୟମରେ ଶାସନ ଗାଦିରୁ ହଟାଇ!-->…
Read More...
Read More...