Browsing Tag

balangir news

ଶିବତଲାକୁ ନୂତନ ବ୍ଲକ ମାନ୍ୟତା ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପ୍ରତି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲାକୁ ଏକ ନୂତନ ବ୍ଲକ ଭାବରେ ଗଠନ କରିବାକୁ ଦାବି କରାଯାଇଛି । ସଦର ବ୍ଲକର ୧୪ଟି ଗ୍ରାମ ପଂଚାୟତକୁ ନେଇ ଏକ ନୂତନ ବ୍ଲକ ଭାବରେ ମାନ୍ୟତା ଦେବାକୁ ଉକ୍ତ ପଂଚାୟତବାସୀଙ୍କ ପକ୍ଷରୁ ପ୍ରଶାସନ ମାର୍ଫତ୍‌ରେ
Read More...

ଆୟୁସ୍ମାନ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ‘ବିଶ୍ୱ କୁଷ୍ଠ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଜାନୁଆରୀ ମାସ ୩୦ ତାରିଖ ରେ 'ବିଶ୍ୱ କୁଷ୍ଠ ରୋଗ ଦିବସ' ଭାବେ ପାଳନ କରାଯାଇ ଆସୁଛି । କୁଷ୍ଠ ରୋଗ ନିରାକରଣ ନେଇ ବିଶ୍ୱବ୍ୟାପୀ ସଚେତନତା କରାଯାଉଛି ଚଳିତ ବର୍ଷର ଥିମ୍ ରହିଛି 'କୁଷ୍ଠ ରୋଗ ପାଇଁ ସଚେତନତା ସୃଷ୍ଟି, ରୋଗ ରୋଗୀଙ୍କୁ ଆଶ୍ୱାସନା ଦେଇ
Read More...

ରାଜୀବ ଲୋଚନ ପ୍ରଧାନଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟି ଗ୍ରାମର ମୂଳ ବାସିନ୍ଦା ରାଜୀବ ଲୋଚନ ପ୍ରଧାନଙ୍କ ଗତ ୩୦/୦୧/୨୦୨୫ ତାରିଖ ଗୁରୁବାର ଦିନ ସକାଳ ୧୧.୪୫ ମିନିଟରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୪୦ ବର୍ଷ କାଳ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । ସେ ବଲାଙ୍ଗିର, ଟିଟିଲାଗଡ଼, ପାଟଣାଗଡ଼ର ବିଭିନ୍ନ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସୁକୁମତିରେ ଆୟୋଜିତ ନାଇଟ୍‍ ବ୍ଲୁମ କାର୍ଯ୍ୟକ୍ରମ

ଆତ୍ମହତ୍ୟା ସମାଧାନର ବାଟ ନୁହେଁ ବଲାଙ୍ଗିର, (କେପିଏନ୍‌ଏସ୍‌) :ବର୍ତ୍ତମାନ ସମୟରେ ଆତ୍ମହତ୍ୟା ପ୍ରବଣତା ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି । ଛୋଟ ଛୋଟ କଥାରେ କମ ବୟସରେ ଧୌର୍ଯ୍ୟହରା ହୋଇ ଜୀବନ ହାରୁଛନ୍ତି । ଏହା ଏକ ସାମାଜିକ ବ୍ୟାଧି ଭାବେ ପରଗଣିତ ହୋଇଛି । ବୟସର ବିଭିନ୍ନ ବର୍ଗରେ
Read More...

ପ୍ଲାଷ୍ଟିକ ମୁକ୍ତ ହେବ ହରିଶଙ୍କର

ଯୁବ କୁଲୁତା ସମାଜର ନିଆରା ପ୍ରୟାସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କରର ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବାରୁ ହଜାର ହଜାର
Read More...

ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସ

ଅହିଂସା ମାର୍ଗ ହିଁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିଠାରେ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଦୀପ
Read More...

ସଡ଼କ ସୁରକ୍ଷା ମାସ ପାଳନ ଅବସରରରେ ବଲାଙ୍ଗିର ଟାଉନ ପୋଲିସର ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର : ଚକ୍‌ଲେଟ୍‌ ନିଅ…. ଗୋଲାପ ଫୁଲ ବି ନିଅ…..ହେଲେ ଟ୍ରାଫିକ ନିୟମ ଟା ମାନ । ଏଭଳି କହିକି ଆଜି ବଲାଙ୍ଗିର ଟାଉନ ପୋଲିସ ସହରର କଚେରୀ ଛକ ଠାରୁ ଆରମ୍ଭ କରି ବିଭିନ୍ନ ଛକଗୁଡ଼ିକରେ ଜନସାଧାରଣଙ୍କୁ ଅଟାକାଇବା ସହ ଗୋଟିଏ ଚକଲେଟ ଓ ଗୋଲପ ଫୁଲ ଦେଇ ଟ୍ରାଫିକ ନିୟମ ବିଷୟରେ ସଚେତନ
Read More...

ବିଲେଇସର୍ଡା ହାଇସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ

"ସମୟାନୁବର୍ତ୍ତିତା ଜୀବନକୁ ସୁଖମୟ କରିଥାଏ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ
Read More...

ରାକ୍ଷୀଉଡାର ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟରେ ଯୋଗ ଦେଲେ ପୂର୍ବତନ ବିଧାୟକ ସରୋଜ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାକ୍ଷୀଉଡାର ଠାରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟର ଗତକାଲି ଥିଲା ଫାଇନାଲ ମ୍ୟାଚ । ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥ୍‌ ଭାବରେ ଜନପ୍ରିୟ ନେତା ତଥା ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ ।
Read More...

ବ୍ଲକ୍ ସ୍ତରୀୟ ଆକାଉଣ୍ଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏବଂ ଏମ୍‌ଆଇଏସ୍‌ କମ ପ୍ଳାନିଙ୍ଗ କୋର୍ଡିନେଟର ମାନଙ୍କର ୨୯ ଜାନୁଆରୀ…

ଫେବୃଆରୀ ୧ ଠାରୁ ଗଣଧାରଣା ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଉଣ୍ଟାଣ୍ଟ କମ ସପୋର୍ଟ ଷ୍ଟାଫ ଏବଂ ଏମ୍‌ଆଇଏସ କମ ପ୍ଳାନିଙ୍ଗ କୋର୍ଡିନେଟର ମାନଙ୍କର ମିଳିତ ରାଜ୍ୟ ସଂଘର ଆହ୍ୱାନକ୍ରମେ ଚଳିତ ମାସ ୨୯ ତାରିଖ ଠାରୁ ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମ୍‌ଜି
Read More...