ଲାଏନ୍ସସ କ୍ଳବ ବଲାଙ୍ଗିର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, (କେପିଏନ୍ଏସ୍) : ଲାଏନ୍ସସ କ୍ଳବ ବଲାଙ୍ଗିର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ମଧୁମେହ ରୋଗ ଓ ରକ୍ତଚାପ ଉପରେ ବିଭିନ୍ନ ଛକମାନଙ୍କ ଠାରେ ଶିବିର ଆୟୋଜନ କରାଯାଇଛି । ଦୂର୍ଗା ମଣ୍ଡପ ଓ ସାଇ ମନ୍ଦିର କଲେଜ ଛକଠାରେ ୨୫୦ଜଣ ତାଙ୍କର!-->…
Read More...
Read More...