ଶିଶୁକୁ ୨୦ ହଜାର ଟଙ୍କାରେ ବିକି ଦେଲେ ମହିଳା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ପୁଣି ଆସିଲା ଶିଶୁ ବିକ୍ରି ଅଭିଯୋଗ । ଏଭଳି ଏକ ଘଟଣା ବଲାଙ୍ଗିର ସହର ମାଲପଡାରେ ଘଟିଛି । ଜଣେ ମହିଳା ୨୦ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଅନୈତିକ ସମ୍ପର୍କ ଓ ଅଭାବ ଅନଟନ ପାଇଁ ମହିଳା ଜଣଙ୍କ ଶିଶୁକୁ ବିକ୍ରି!-->…
Read More...
Read More...