Browsing Tag

balangir news

ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ମୁରିବାହାଲ ବ୍ଳକ ଅନ୍ତର୍ଗତ ତେନ୍ତୁଳି ଖୁଣ୍ଟି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ କୁମାର ଅଧ୍ୟକ୍ଷତା କରି ଅନ୍ଧରରୁ ଆଲୋକକୁ
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ଉଦ୍‌ଯାପିତ ତୁଷାର ରୟେଲ୍ସ ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚଟି ତୁଷାର ରୟେଲ୍ସ କିଙ୍ଗ ଓ ଆମ୍ବେଦକର ୱାରିୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁଷାର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୧୨୨ ରନ୍‌ ସଂଗ୍ରହ
Read More...

ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ

ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ : ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପଥରଚେପା
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଭାକକ୍ଷ ଠାରେ ବାବାସାହେବ ଡ. ଭୀମ୍‌ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଦେଶ ତଥା ସମାଜ ଗଠନରେ ଡ. ଆମ୍ବେଦକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସଭାକକ୍ଷ ଠାରେ ଡ. ଭୀମ୍‌ ରାଓ ଆମ୍ବେଦକରଙ୍କର ୧୩୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏନ୍‌.ଏସ୍‌.ଏସ୍‌ ବ୍ୟୁରୋ ଦ୍ୱାରା ଆୟୋଜିତ ସଭାରେ ପ୍ରଥମେ
Read More...

ମଲମୁଣ୍ଡା ଓ ସାଉନ୍ତପୁର କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସରକାରଙ୍କ ଯୋଜନା ଅନୁଯାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଇଁନ୍ତଲାଙ୍କ ତରଫରୁ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ସହ ଯେପରି ପ୍ରତ୍ୟେକ ପିଲା ବିଦ୍ୟାଳୟକୁ ପାଠ ପଢିବାକୁ ଯିବେ ସେ ନେଇ ଅଭିଭାବକ ମାନଙ୍କୁ ସଚେତନ କରିବାର
Read More...

ଲୋକାର୍ପିତ ହେଲା ପଦ୍ମନାଭ ପୁରୋହିତଙ୍କ ଲିଖିତ ପୁସ୍ତକ ‘ଆମ କମ୍ପ୍ୟୁଟର’

କେସିଙ୍ଗା, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ଗୋଷ୍ଠୀ କେସିଙ୍ଗା ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ ଲିଖିତ ପୁସ୍ତକ ‘ଆମ କମ୍ପ୍ୟୁଟର’ର ଦ୍ୱିତୀୟ ସଂସ୍କରଣ ଋଣ ଭୁବନେଶ୍ୱର ଠାରେ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ କରକମଳରେ
Read More...

ଓଡିଆ ପକ୍ଷ ପାଳନ ଅବସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବଲାଙ୍ଗିରର ସଂସ୍କୃତି ଭବନ ଠାରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବଂଗତ ବନ୍ଦନୀୟ ବରପୁତ୍ର ମାନଙ୍କର ସାରସ୍ୱତ କୃତି ଆମର ସମୃଦ୍ଧ ସାରସ୍ୱତ ପରଂପରାର ପରିଚୟ ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଓ ଆମର ଉତ୍ତରପିଢି ଆଗକୁ ବଢିଲେ ହିଁ ସେମାନଙ୍କ ପ୍ରତି ଆମର ରକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ଓଡିଶା ସାହିତ୍ୟ
Read More...

ବଲାଙ୍ଗିରରେ ପୁଣି ମର୍ଡର : ବିଷ୍ଣୁମୁଣ୍ଡାର ମନୋଜ ନାଏକଙ୍କୁ ନୃଶଂସ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ମର୍ଡର । ଗତକାଲିର ହତ୍ୟାକାଣ୍ଡ ସାରା ସହରକୁ ସ୍ତବ୍ଧ କରି ଦେଇଥିବା ବେଳେ ଆଜି ପୁଣି ଏକ ମର୍ଡର୍‌ ଘଟଣା ବଲାଙ୍ଗିର ସହରକୁ ତାଜୁବ୍‌ କରି ପକାଇଛି । ଯୁବକଙ୍କୁ ଟାଙ୍ଗିଆ ଚୋଟ ମାରି ହତ୍ୟା କଲା ନୃଶଂସ ହତ୍ୟାକାରୀ । ହତ୍ୟା ପରେ ହତ୍ୟାକାରୀ
Read More...

ଦୁହେଲ ଛକରେ ଗ୍ରାମୀଣ ଲୋକକଳା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁହେଲ ଛକ ଡିଙ୍ଗର କୁଅଁର ଖେଳ ପଡିଆ ମୁକ୍ତ ମଂଚରେ ଗ୍ରାମୀଣ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର କଳା ପରିଷଦ ଦ୍ୱାରା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାପତି ଗୋକୁଳ ବିହାରୀ କୁଅଁର
Read More...

୫ ଦିନ ହେବ ହରିଶଙ୍କରରେ ବୈଶାଖ ମେଳା

ମଇ ୮ରୁ ୧୨ ଦେବାଳୟ ସୁରକ୍ଷା କମିଟିର କଥା ରଖିଲା ଜିଲ୍ଲ ପ୍ରଶାସନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ହରିଶଙ୍କର ହେଉଛି ଐତିହାସିକ ତିର୍ଥ କ୍ଷେତ୍ର । ଗନ୍ଧମାର୍ଦ୍ଦନ ପାହାଡରେ ହରି ଓ ଶଙ୍କରଙ୍କ ମିଳନ ସ୍ଥଳି । ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡ ହେଉଥିବା ବେଳେ ଗତ ବର୍ଷ ଭଳି ଏ
Read More...