ସାରେଗାମାପାର ଚାମ୍ପିୟନ ହେଲେ ଆଠଗଡ ମାଟିର ଝିଅ ସୌଜନ୍ୟା ରଥ
ଆଠଗଡ : ଆଠଗଡ ମାଟିର ଝିଅ ସୌଜନ୍ୟା ରଥ ଜି ସାର୍ଥକ ସାରେଗାମାପା ୨୦୨୨ରେ ଚାମ୍ପିୟନ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରାଉଣ୍ତରେ ସୌଜନ୍ୟା ଚାମ୍ପିୟନ ହୋଇଥିବା ଜଣାପଡିଛି । ସୌଜନ୍ୟାଙ୍କ ସଫଳତା ପରେ ଆଠଗଡରେ ଖୁସିର ଲହରୀ!-->…
Read More...
Read More...