ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ
ଆଗଲପୁର, (କେପିଏନ୍ଏସ୍) : ଗତକାଲି ରୋତ୍ ଗୁଡିର ପରିଚାଳନାରେ କଲ୍ୟାଣ ମଣ୍ଡପ ଠାରେ ବଲାଙ୍ଗିର ଜିଲ୍ଲା ୮୪ ଘର୍ ଅଘରିଆ ସମାଜର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ସମାଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିବାହ ଓ ସାମାଜିକ କାର୍ୟ୍ୟରେ କୋରନ କଟକଣାକୁ ମାନି!-->…
Read More...
Read More...