Browsing Tag

agalpur news

ରୋତ ଗ୍ରାମ ପଂଚାୟତରେ ଇ-ପଂଚାୟତ ସଭା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ ଗ୍ରାମ ପଂଚାୟତ ସଭାଗୃହଠାରେ ଇ-ପଂଚାୟତ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସ୍ଥାନୀୟ ସରପଂଚ ଜୟ ଲାଲ ସିନ୍ଦୁରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ନାଏବ ସରପଂଚ, ସମିତି ସଭ୍ୟ, ସମସ୍ତ ୱାର୍ଡ
Read More...

ରାମଲୀଳା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ନଅଗାଁ ଖ ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ପାରମ୍ପରିକ ରାମଲୀଳା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ଖୋଳ କୁବ୍ଜା ବଜାଇ ଶୁଭ କଳସକୁ ମୁଣ୍ଡରେ ବୋହି ସେମାନେ
Read More...

ବାଲ୍ୟବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ରଥ ପରିକ୍ରମା

ବାଲ୍ୟ ବିବାହକୁ ନାବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଆଗଲପୁର, (ବିମଳେନ୍ଦୁ ସାହୁ) : ସିଡବ୍ଲୁଏସ୍‌ ଓ ବଲାଙ୍ଗିର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ମିଳିତ ଆନୁକୂଲ୍ୟରେ ଆଗଲପୁର ବ୍ଲକର ଭରସୁଜା ଓ ନୁନିଆଁପାଲି ପଂଚାୟତରେ ବାଲ୍ୟବିବାହ ନିରାକରଣ
Read More...

କୃଷ୍ଣଚନ୍ଦ୍ର ତାଣ୍ଡିଙ୍କୁ ରାଜ୍ୟ ସ୍ତରରେ ଷ୍ଟେଟ ଫରେଷ୍ଟରି ଆୱାର୍ଡ ପ୍ରଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଭୁବନେଶ୍ବର ସ୍ଥିତ ଜୟଦେବ ଭବନଠାରେ ଜଂଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବିଶ୍ୱ ବନ ଦିବସ ପାଳନ କରାଯାଇଥିଲା । ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ଶାସନ ସଚିବ ମୋନା ଶର୍ମା ଏବଂ ପିସିସିଏଫ୍‌ ଦେବୀ ବିଶ୍ବାଳ
Read More...

ଟାଟା ଏସି ଓ ବସ୍‌ ମୁହାଁମୁହିଁ ଧକ୍କା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଭରସୁଜା ଗ୍ରାମର ଛେଲିଆପାଟ ହାଇସ୍କୁଲ ସମ୍ମୁଖ ରାସ୍ତାରେ ଜୟ ମା'ଲକ୍ଷ୍ମୀ ବସ୍‌ ପଦ୍ମପୁର ପଟରୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଟାଟା ଏସି ଗାଡିର ଡାହାଣ ପଟ ଚକା ଫାଟି ଯିବାରୁ ବସ୍‌ର ଡାହାଣ ପଟକୁ ପିଟି ହୋଇ
Read More...

ଆଗଲପୁର ତହସିଲର ଖାଲି ପଦବୀ ପୂରଣ ହେବ କେବେ : ସାଧାରଣରେ ପ୍ରଶ୍ନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲରେ ଦୀର୍ଘ ଦିନ ହେବ ବିଭିନ୍ନ ପଦବୀ ଖାଲି ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ କରି ବର୍ତମାନ ତହସିଲଦାର ଛୁଟିରେ ଥିବା ବେଳେ ଅତିରିକ୍ତ ତହସିଲଦାର ମଧ୍ୟ ନଥିବାରୁ ଲୋକେ
Read More...

ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ

ଆଗଲପୁର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ କାଳ ସାଜିଛି ଚାଷୀଙ୍କ ପାଇଁ । ଅସମ୍ଭାଳ ଦୁଃଖ ଆଣିଦେଇଛି ଏହି ଅଦିନିଆ ବର୍ଷା ଏବଂ କୁଆପଥର ମାଡ । ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ 'ଖ' ପଞ୍ଚାୟତରେ ଅଦିନିଆ କୁଆପଥର ମାଡରେ ନଅଗାଁ, ତେନ୍ତୁଳିଖୁଣ୍ଟି ଓ ସାନଟିକା ଗ୍ରାମରେ
Read More...

ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ପବତ୍ର ଚୈତ୍ର ଶୁକ୍ଲ ପ୍ରତିପଦା, ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଆଗଲପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସରୁ ଗ୍ରାମର ହିନ୍ଦୁ ଜାଗରଣ ମନ୍ଚର ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ ଦୀପ ପ୍ରଜ୍ୱଳନ କରି
Read More...

ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟର ୨ୟ ପର୍ଯ୍ୟାୟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ପ୍ରାରମ୍ଭ, ଶିଶୁ ବୋଧ ଓ ନୂତନ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଶିଶୁଙ୍କ ପିତାମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ସହାୟ ଯୋଜନା କାର୍ଯ୍ୟକାରୀ ହେବ କେବେ ?

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗରିବ ଅନଗ୍ରସରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସହାୟ ଯୋଜନା ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଛି । ଏହି ଯୋଜନାରେ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣମୂଳକ ଶିକ୍ଷା
Read More...