ସ୍ମୃତିରେଖା ସାହୁ ୩୩୪ନଂ ରେଙ୍କ୍ ରଖି ଓପିଏସସି ପରୀକ୍ଷାରେ ସଫଳତା
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମର ସ୍ମୃତିରେଖା ସାହୁ ୩୩୪ ନଂ ରେଙ୍କ ରଖି ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ସ୍ମୃତିରେଖା ସାହୁ ବର୍ତ୍ତମାନ ଆଗଲପୁର ବ୍ଲକରେ ଏବିଇଓ ଭାବେ କାର୍ଯ୍ୟରତ ରଜନୀକାନ୍ତ ସାହୁ ଓ ଶ୍ରୀମତୀ!-->…
Read More...
Read More...