Browsing Tag

୧୧ ଘଣ୍ଟାର ଆପ୍ରାଣ ଚେଷ୍ଟାରେ ଉଦ୍ଧାର ହେଲେ ଡ୍ରାଇଭର

ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଲା : ଖସି ପଡିଲା ଡମ୍ଫର, ୧୧ ଘଣ୍ଟାର ଆପ୍ରାଣ ଚେଷ୍ଟାରେ ଉଦ୍ଧାର ହେଲେ ଡ୍ରାଇଭର

ସମ୍ବଲପୁର, (କରୁଣାକର ଶତପଥୀ) : ଶହେ ବର୍ଷର ପୁରୁଣା ପୋଲ ଭାଙ୍ଗିଯିବା ଫଳରେ ପାଣି ଭିତରେ ଡ଼ମ୍ଫର ଖସି ପଡ଼ିଥିବା ଭଳି ଏକ ଖବର ଆସିଛି । ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳକୁ କୁଚିଣ୍ଡାକୁ ସଂଯୋଗ କରୁଥିବା ଝୁଲେନପୋଲ ଭୁଷୁଡ଼ି ପଡ଼ିଛି । ଏକ ଡମ୍ଫର ଟ୍ରକ୍‌ ଏହି ପୋଲ
Read More...