ସୌନ୍ଦର୍ଯ୍ୟକରଣ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବବର୍ଷ ଆରମ୍ଭରେ ଗତକାଲି ଡେଲାଙ୍ଗ ବ୍ଲକ ପରିସରକୁ ସୌନ୍ଦର୍ଯ୍ୟକରଣ ଓ ସୁସ୍ଥ ପରିବେଶ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ କରାଯାଇଛି । ପ୍ରକୃତିର ସୌଦର୍ଯ୍ୟଭରା ପରିବେଶ ସୃଷ୍ଟି ନେଇ ବ୍ଲକ ପରିସରରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ!-->…
Read More...
Read More...