ସୁନାବେଡା ଅଭୟାରଣ୍ୟରେ ବ୍ୟାପକ ମାଣ୍ଡିଆ ଚାଷ : କେଜି ପିଛା ୪୦ ଟଙ୍କା ମୂଲ୍ୟ ଦାବୀ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାଣ୍ଡିଆ ଚାଷ ବ୍ୟାପକ ମାତ୍ରାରେ ହେଉଛି । ମାଣ୍ଡିଆ ଚାଷ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହ ଚାଷୀର ଲାଭାଂଶକୁ ମଧ୍ୟ ବୃଦ୍ଧି କରିବାର ପ୍ରୟାସ ଅଟେ । ଅଭୟାରଣ୍ୟବାସୀ ଯତ୍ନ ସହ ଚାଷ କରିଛନ୍ତି । ରସାୟନିକ!-->…
Read More...
Read More...