Browsing Tag

ସାମ୍ବାଦିକଙ୍କ ଘରୁ ଚୋରି ଅଭିଯୋଗ : ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ସାମ୍ବାଦିକଙ୍କ ଘରୁ ଚୋରି ଅଭିଯୋଗ : ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ତଦନ୍ତ ଜାରି

ନୂଆପଡା, (ନିରାକାର ମେହେର) : ନୂଆପଡା ସହର ସାମ୍ବାଦିକ ଅଶ୍ୱିନୀ କୁମାର ପାଣିଗ୍ରାହୀ ପରିବାର ସହ ପଶ୍ଚିମ ଓଡିଶାର ପବିତ୍ର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ପାଇଁ ନିଜ ଜନ୍ମମାଟି ବୋଡେନ ସ୍ଥିତ କେରାପଦର ଗାଁକୁ ଯାଇଥିଲେ । ଆଜି ଭୋର ସକାଳୁ ପରିବାର ସହ ନୂଆପଡା ସ୍ଥିତ ବାସ ଭବନକୁ
Read More...