କଂଟାବାଂଜି ଥାନା ପରିସରରେ ବନ ମହୋତ୍ସବର ଶୁଭାରମ୍ଭ : ଶତାଧିକ ବିଭିନ୍ନ ଚାରା ଶିକ୍ଷାବିଦ୍, ସମାଜସେବୀଙ୍କ ଦ୍ୱାରା…
କଂଟାବାଂଜି, (ଗୁରୁଦୟାଲ ହଂସ) : ବିଶ୍ୱ ବନ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଥାନା ପରିସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି । ଜୁଲାଇ ୧ରୁ ଜୁଲାଇ ୭ ତାରିଖ ଯାଏ ସାରା ବିଶ୍ୱରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା କଂଟାବାଂଜି!-->…
Read More...
Read More...