Browsing Tag

ସଇଁନ୍ତଲା ତହସିଲ ପକ୍ଷରୁ ପଲିଥିନ ବଣ୍ଟନ

ସଇଁନ୍ତଲା ତହସିଲ ପକ୍ଷରୁ ପଲିଥିନ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ତଳେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନକେ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲଦାର ଯୁଗେଶ୍ଵର ଧରୁଆ ବ୍ଳକର ବିଭିନ୍ନ ଗ୍ରାମକୁ ଯାଇ ତଦାରଖ ମଧ୍ୟ କରିଥିଲେ । ସଇଁନ୍ତଲା ଆର୍‌ଆଇ ଅଶ୍ୱିନୀ କୁମାର
Read More...