Browsing Tag

ବି.ଜେ.ପି ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବଦଳରେ କୋଶଳ ରାଜ୍ୟ ଦାବୀ କରୁ : କୋଶଳ ରାଜ୍ୟ ସମନ୍ୱୟ ସମିତି

ବିଜେପି ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବଦଳରେ କୋଶଳ ରାଜ୍ୟ ଦାବୀ କରୁ : କୋଶଳ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିର କୋଶଳାଞ୍ଚଳର ନେତାମାନେ ସମ୍ବଲପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ
Read More...