ପଶ୍ଚିମ ଓଡ଼ିଶାରେ ପୋଲିସ ତଦନ୍ତରେ ଶିତଳତା ପ୍ରତିବାଦରେ ଆମରଣ ଅନଶନ
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସର ତଦନ୍ତ କାର୍ଯ୍ୟରେ ଶିତଳତାର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀଛକଠାରେ କୋଶଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି । ସେନା କର୍ମୀମାନେ!-->…
Read More...
Read More...